Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Sambalpur Odisha

ସମ୍ବଲପୁର ରେଳବାଇ ଡିଭିଜନର ନିରାପତ୍ତା କର୍ମଚାରୀ ସମ୍ମାନିତ

ସମ୍ବଲପୁର :ସମ୍ବଲପୁର ରେଳବାଇ ଡିଭିଜନ ର ରେଳବାଇ ନିରାପତ୍ତା କୁ ଦୃଷ୍ଟିରେ ରଖି ରେଳବାଇ ଡିଭିଜନ ଅନ୍ତର୍ଗତ ଦୁଇଜଣ କର୍ମଚାରୀ...

ସମ୍ବଲପୁର:ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ୧୦ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ

ସମ୍ବଲପୁର:ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ସମ୍ବଲପୁର ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ...

କଟଙ୍ଗପାଣି ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ସୁନା ଅଣ୍ଡାଦିଆ କୁକୁଡ଼ାକୁ ଲୋକେ ମାରିଦେଲେ – ଇଂ.ରୋହିତ

ସମ୍ବଲପୁର:ଜମନକିରା ବ୍ଲକ୍ ଅନ୍ତର୍ଗତ କଟଙ୍ଗପାଣି ଗାଁରେ ରବିବାର ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଟଙ୍ଗପାଣି ପଂଚାୟତ ଅଫିସ...

କାଳୀ ପୂଜା ଅବସରରେ ରକ୍ତ ଦାନ ଶିବିର :୩୧ ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର:ରବିବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସର୍ଗିବହାଲ ଗ୍ରାମ ରେ ୨୭ତମ କାଳୀ ପୂଜା ଅବସରରେ କାଳୀ ପୂଜା...

ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ପରିବାରକୁ ପରିବେଶ ଯୋଦ୍ଧା ସମ୍ମାନ

ସମ୍ବଲପୁର:ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ମହକୁମାରେ ଆଜି ସମଲେଶ୍ବରୀ ସାହିତ୍ୟ ସଂସଦର ଦ୍ୱାଦଶତମ ସ୍ଵନକ୍ଷତ୍ର ଉତ୍ସବ ସଂସଦର ସଭାପତି ଶୋଭା...

ଜମନକିରା ବ୍ଲକ କଟଙ୍ଗପାଣି ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ; ସୁନା ଅଣ୍ଡାଦିଆ କୁକୁଡ଼ାକୁ ଲୋକେ ମାରିଦେଲେ….ରୋହିତ ପୂଜାରୀ

ଜମନକିରା : ଜମନକିରା ବ୍ଲକ୍ ଅନ୍ତର୍ଗତ କଟଙ୍ଗପାଣି ଗାଁରେ ରବିବାର ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଟଙ୍ଗପାଣି...

ସମ୍ବଲପୁରୀ ଡେରାରେ ନଭେମ୍ବର ୧୭ ରୁ ହେବ ଜାତୀୟ ସମ୍ବଲପୁରୀ ସମ୍ମିଲନୀ:ପ୍ରଦର୍ଶିତ ହେବ କୁମ୍ଭାରୀର ଭଗବାନ ସାହୁଙ୍କ ନାଟକ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପାଞ୍ଚଦିନଆ ଜାତୀୟ ସମ୍ବଲପୁରୀ ସମ୍ମିଲନୀ ପାଇଁ ରବିବାର ସାକ୍ଷୀପଡା ସ୍ଥିତ ରଥ...

୨୧ରୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକି:ଜାତୀୟତା ବାଦୀ ନେତାଙ୍କ ଜୟନ୍ତୀକୁ ପ୍ରଭାବଶାଳୀ ଢଙ୍ଗରେ ବର୍ଷବ୍ୟାପୀ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଓଡିଆ ଜାତୀୟତା ବାଦର ପ୍ରସାର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ):ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ...

ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ

ଜମନକିରା : ଜମନକିରା ସଦର ଓ ଆଖପାଖ ଅଂଚଳର ବହୁ ସତସଙ୍ଗୀ ଓ ଜମନକିରା ଗ୍ରାମବାସୀଙ୍କ ଅପାର ସହଯୋଗରେ ଆଜି...

ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପନୀ ସମାରୋହ; ସାମାନ୍ୟ ସଫଳତାରେ ସନ୍ତୁଷ୍ଟ ନ ହେବାକୁ ଆହ୍ୱାନ: ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ବଲାରଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ବିତର୍କ ରେ ଜମନକିରା ବ୍ଲକ ର ଅଦ୍ୟାଶା ପ୍ରଥମ ସ୍ଥାନ ହାସଲ କରିଛନ୍ତି

ଜମନକିରା : ସ୍ଥାନୀୟ ତପସ୍ୱନୀ ପ୍ରେକ୍ଷାଳୟରେ ଆୟୋଜିତ ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପିତ ହୋଇଯାଇଛି । ଏହି...

ଜମନକିରା ରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ବାବାଙ୍କ ପୂଜା ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ମହାମାୟୀ ମନ୍ଦିର ପ୍ରାଙ୍ଗଣରେ ଆଜି ବଡ ଧୁମଧାମରେ କରଣ ସମାଜ...

ଟିକିଲିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ; ହଷ୍ଟେଲ କାନ୍ଥ କୁ ଲାଗି ବିଦ୍ୟୁତ ଟ୍ରାନସଫର୍ମର, ବିପଦରେ ଛାତ୍ରଙ୍କ ଜୀବନ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଛାତ୍ରାବାସ ରହିଛି।...