News from Sambalpur Odisha
ସମ୍ବଲପୁରରେ ଆପର କର୍ମୀ ସମ୍ମିଳନୀ
ସମ୍ବଲପୁର:ଜିଲ୍ଲା ସଭାପତି ଲାଲମନି ଲୁଗୁନ୍ ଙ୍କ ନେତୃତ୍ୱରେ ଓଡିଶା ସାଂସ୍କ୍ରୁତିକ୍ ସମାଜ ଠାରେ ଆପର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ...
ଗୋବିନ୍ଦତୋଲା ଦୁର୍ଗାପୂଜା ପାଇଁ କର୍ତ୍ତାବରଣ ସହ ଚଣ୍ଡୀ ପାଠ ପାଇଁ ମଧ୍ୟ ସାଧକ ଅଶୋକ ପଣ୍ଡାଙ୍କୁ ବରଣ
ସମ୍ବଲପୁର:ସମ୍ବଲପୁର ସହର ର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଆସିଥିବା ଗୋବିନ୍ଦତୋଲା ଦୁର୍ଗାପୂଜା ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ...
ମଠେଶ୍ୱର ପୀଠ ନିକଟରେ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ଦ୍ଵାରା ମିଳିତ ବୃକ୍ଷ ରୋପଣ
ସମ୍ବଲପୁର:ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମ ନିକଟସ୍ଥ ଗୋସେଇଁ ପାହାଡ଼ରେ ଥିବା ମଠେଶ୍ୱର ଶୈବ ପୀଠରେ ଆଜି...
ପଡ଼ିଆବାହାଲ ରେ ସତସଙ୍ଗ କାର୍ଯ୍ୟକ୍ରମ
ସମ୍ବଲପୁର :ପଡିଆ ବାହାଲ ଅଞ୍ଚଳ ର ସତସଙ୍ଗୀ ମାନଙ୍କ ଉଦ୍ୟୋଗ ରେ ପଡିଆବାହାଲ ସ୍ଥିତ ବେହେରା କଲ୍ୟାଣ ମଣ୍ଡପ ଠାରେ...
ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ମଣ୍ଡଳ ଦିବସ ପାଳନ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ଜୁନାଡ଼ିହି ଛକ ରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ଦିଲ୍ଲୀପ ସିଂ ଙ୍କ...
ହୀରାକୁଦ ବିସ୍ଥାପନର କରୁଣ କାହାଣୀ ଉପରେ ରଚିତ “ଜଳବୁଡ଼ି ଗାଆଁ ରଂପାଲୁଗା” ଲୋକାର୍ପିତ
ସମ୍ବଲପୁର: ଝାରସୁଗୁଡ଼ା ଜ଼ିଲ୍ଲା ବେଲପାହାଡ଼ ସ୍ଥାନୀୟ କଦେଲପିଠା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଲେଖକ ଡ଼. ଗୌରୀଦାସ ପ୍ରଧାନଙ୍କ ରଚିତ...
ଯୋଗ ଜୀବନ ପ୍ରତି ଅମୁଲ୍ୟ, ନିଜ ଗୋଡ଼ରେ ଛିଡା ହେବାହିଁ ବିକାଶ
ସମ୍ବଲପୁର:ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଉନବିଂଶ ସପ୍ତାହ ପ୍ରଶିକ୍ଷଣ...
୨୭ରେ ନୁଆଁଖାଇ ଲଗ୍ନ ନିର୍ଦ୍ଧାରଣ
ସମ୍ବଲପୁର:ଚଳିତ ମାସ ୨୭ ତାରିଖ ମଙ୍ଗଳବାର ଅପରାହ୍ନ ୪ ସମୟରେ ନୁଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯିବାକୁ ସ୍ଥିର କରାଯାଇଛି...
ଫାସିମାଲ ଲ୍ୟାମ୍ପସ ଏମଡି ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ଫାସିମାଳ ଲ୍ୟାମ୍ପସ ଏମଡି ହରେକୃଷ୍ଣ ରାଉତ (୪୦) ଙ୍କୁ ଗାଳି ଗୁଲଜ କରିବା ସହ...
ଶୌଚାଳୟରେ ଚାଲିଗଲା ୩ ଜୀବନ
ସମ୍ବଲପୁର/କୁଚିଣ୍ଡା: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ସେଣ୍ଟ୍ରିିଂ ଖୋଲିବାକୁ ଶୌଚାଳୟ ଟାଙ୍କିରେ ପ୍ରବେଶ କରିବା...
ଲେଟ୍ରିନ ଟାଙ୍କିର ସେଣ୍ଟ୍ରିଂ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାଶୀମାଳ ପଞ୍ଚାୟତ ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଦୁର୍ଘଟଣା...
ଚାଉଁରପୁର ବ୍ରିଜରୁ ଡେଇଁ ଛାତ୍ରୀ ନିଖୋଜ
ସମ୍ବଲପୁର:ଆଜି ସକାଳ ପାଖାପାଖି ୬. ୪୫ ମିନିଟ ରେ କଚେରୀ ଛକ ନିକଟସ୍ତ ଚାଉଁରପୁର ବ୍ରିଜ ଉପରୁ ପାଣିକୁ ଡେଇଁ...
