News from Sambalpur Odisha
ଅଲମ୍ପିଆନ ଅମିତ ରୋହିଦାସଙ୍କୁ ରାଉରକେଲାରେ ବିପୁଳ ସମ୍ବର୍ଦ୍ଧନା
ସମ୍ବଲପୁର:ପ୍ଯାରିସ ଅଲିମ୍ପିକ-୨୦୨୪ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ସ୍ବଦେଶ ପ୍ରତ୍ଯାବର୍ତ୍ତନ କରିବା ପରେ, ଓଡିଶାର ଭୁବନେଶ୍ବରରେ...
ଅଞ୍ଚଳ ମହାବିଦ୍ୟାଳୟ ରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳନ
ସମ୍ବଲପୁର:ବରଗଡ ଜିଲ୍ଲା ପଦ୍ମପୁରର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ସ୍ଵଭାବ କବି...
ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି କର୍ମକର୍ତ୍ତା ଙ୍କ ଉପମୁଖ୍ୟ ମନ୍ତ୍ରୀ ଙ୍କ ସହ ସାକ୍ଷାତ ଓ ଆଲୋଚନା
ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ର ଅଧ୍ୟକ୍ଷ ଶ୍ରୀ ସୁନନ୍ଦ କୁମାର କାନୁନୁଗୋ ଓ ସାଧାରଣ...
ସମ୍ବଲପୁର କାରଖାନା ପାଇଁ ନିଯୁକ୍ତି ପ୍ରକ୍ରିୟା ଯାଜପୁର କୁ ବିରୋଧ,ମୁଖ୍ୟମନ୍ତ୍ରୀ ଙ୍କୁ ବିଜେଡିର ଦାବିପତ୍ର
ସମ୍ବଲପୁର:ସମ୍ବଲପୁର କାରଖାନା ପାଇଁ ଯାଜପୁର ରେ ନିଯୁକ୍ତି ପ୍ରକ୍ରିୟା କୁ ଵିରୋଧ କରିଛି ସମ୍ବଲପୁର ବିଜୁ ଯୁବ ଜନତା ଦଳl...
ମହାସମାରୋହରେ ଦୁର୍ଗାପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ନେଲା ଗୋବିନ୍ଦତୋଲା ଦୁର୍ଗାପୂଜା କମିଟି
ସମ୍ବଲପୁର: ଦୀର୍ଘ ୫୫ବର୍ଷ ହେଲା ଗୋବିନ୍ଦତୋଳା ଛକ ରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇଆସୁଛି, ଯାହାକି ସମ୍ବଲପୁର ସହରର ଆକର୍ଷଣ...
ଶଶିଭୂଷଣ ତ୍ରିପାଠୀଙ୍କ ପରଲୋକ
ସମ୍ବଲପୁର:ମୁଦିପଡା ନିବାସୀ ଶଶିଭୂଷଣ ତ୍ରିପାଠୀଙ୍କ ୯୨ ବର୍ଷରେ ଆଜି ତାଙ୍କ ପରଲୋକ ଘଟିଛି l ଜିଲ୍ଲାର ଜଣେ ଆଗ ଧାଡିର...
ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ
ସମ୍ବଲପୁର: ସବୁଜ ବୃକ୍ଷରାଜି ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ |...
ନଜର ବାହାରେ ମଠେଶ୍ୱର ବାବା ଶୈବ ପୀଠ, ଜମୁଛି ଭକ୍ତଙ୍କ ଭିଡ
ସମ୍ବଲପୁର:ନଜର ବାହାରେ ରହିଛି ଅତି ପ୍ରାଚିନ ଶୈବ ପୀଠ ମଠେଶ୍ୱର ବାବାଙ୍କ ମନ୍ଦିର l ପାଖାପାଖି ଦୁଇ ଶହ ପଚାଶ...
ଓଡ଼ିଆ ଅସ୍ମିତାର ପରିଚୟ ପାଇଁ ମେଘପାଳ ଆଗରେ
ସମ୍ବଲପୁର:ଏକଦା ସମ୍ବଲପୁର ଜିଲ୍ଲା ର ମାଓ ଅଧ୍ୟୁଷିତ ଅଂଚଳ ଭାବେ ପରିଗଣିତ ହୋଇଥିବା ଯୁଯୋମୁରା ବ୍ଲକର ମେଘପାଳ ପଞ୍ଚାୟତ ବିକଶିତ...
ଭୀମସାର ହରାଉଛି ନିଜର ଅସ୍ତିତ୍ୱ,ଘୋଷଣା କାଗଜ କଲମରେ ସୀମିତ
ସମ୍ବଲପୁର:ପୂର୍ବ ସରକାରଙ୍କ ନକାରାତ୍ମକ କାର୍ଯ୍ୟକ୍ରମ ପାଇଁ ଆଜି ବୁର୍ଲା ଡ଼ାକ୍ତରଖାନା ହରାଉଛି ନିଜର ଅସ୍ତିତ୍ୱ l ବିଛା ମନ୍ତ୍ର ନ...
ଲକଜୁରିଆସ ନୁଆଁ କାର ଧକ୍କାରେ ୪ଗୋରୁ ମୃତ୍ୟୁ, ୧ଗୁରୁତର,ଚାଳକ ଫେରାର, ତଦନ୍ତ ଜାରି
ସମ୍ବଲପୁର ଜିଲ୍ଲା ବୁର୍ଲାଥାନା ଗୋଶାଳା ଚିପିଲିମା ରାସ୍ତା ରୁପାପାଲି ନୁଆଁପଡା ଠାରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ନମ୍ବରବିହୀନ...
ସ୍ମୃତିରାଣୀ ପାଇଲେ ତୃପ୍ତିରାଣୀ ଟ୍ରଫି
ସମ୍ବଲପୁର:ଯୁଯୋମୁର ବ୍ଲକ ଡ଼ଙ୍ଗରପଡା ର କୁମାରୀ ସ୍ମୃତିରାନୀ ସାହୁ ଆଞ୍ଚଳିକ ହାଇସ୍କୁଲ ଡଙ୍ଗରପଡା ର ମେଧାବୀ ଛାତ୍ରୀ ଙ୍କ ଗତ...
