Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Sambalpur Odisha

ପୂର୍ବଦୋୟl ଅlର୍ଟ ପାଉଣ୍ଡେସନ୍‌ର ଚତୁର୍ଥ ଜାତୀୟ ସ୍ତରୀୟ ଶିଳ୍ପୀ କଳା ଶିବିର-୨୦୨୩

ସମ୍ବଲପୁର:ଚିତ୍ରକଳାର ବିକାଶ ଏବଂ ଶିଳ୍ପୀ ମାନଙ୍କର ସମ୍ମାନ କୁ ଲକ୍ଷ୍ୟ ରଖି ପୂର୍ବୋଦୋୟl ଆର୍ଟ ଫାଉଣ୍ଡସନ , ବାଲେଶ୍ୱର ତାର...

ଭତରାରେ ମଁI ରାମଚଣ୍ଡୀ ମନ୍ଦିର ରତ୍ନମୁଦ ମହୋତ୍ସବ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଭତରା ଶଙ୍କର ମଠ ପରିସରରେ ନବନିର୍ମିତ ମାଁ ରାମଚଣ୍ଡୀ ମନ୍ଦିର ର...

ପଞ୍ଚଶାସନୀ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଲଡ ପ୍ରଗଣାରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ସପ୍ତବିଂଶତମ ବାର୍ଷିକ...

17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ଏମ୍ ବି ସି ଚମ୍ପିୟାନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ 17ତମ ଦିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଙ୍ଗାଲି ଡେ ନାଇଟ୍ ଖେଳ ପଡିଆ ରେ ଉଦଯାପିତ...

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର:ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର...

ନିରାଶ୍ରୟକୁ ବାସ ଗୃହ ଦେଇ ଜନ୍ମ ଦିନ ପାଲିଲେ ସିଦ୍ଧୁ

ସମ୍ବଲପୁର:ନିଜ ଜନ୍ମ ଦିନରେ ଜଣେ ନିରାଶ୍ରୟ ମହିଳାଙ୍କୁ ବାସ ଗୃହ ଦେଉ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାର୍ଥ ସାହା।ସିଦ୍ଧୁ ନାମରେ ସେ...

ଅରୁଣ ଷଡଙ୍ଗୀ ହେଲେ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ

ଭୁବନେଶ୍ୱର:୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ମିଳିଛି ।...

ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କୁ ଖେଳିବା ପାଇଁ ପ୍ରେରଣା ଯୋଗାଇବ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତ୍ତି ବଢାଇବା ପାଇଁ ପ୍ରେରଣା ଯୋଗାଇବ । ଏହି...

ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଘଟଣାଜମନକିରା ଆୟୁଷ ଡାକ୍ତର ଓ ଯୁବତୀଙ୍କ ବିରୋଧରେ ପାଲଟା ଅଭିଯୋଗ

ଜମନକିରା : ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଦେବା ଘଟଣାରେ ଗତକାଲି କାର୍ଯ୍ୟରତ ଷ୍ଟାଫନର୍ସ ସ୍ଥାନୀୟ ଆୟୁଷ...

ଜମନକିରା ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଭାଜପା ପକ୍ଷରୁ ସିଡିଏମଓଙ୍କ ଠାରେ ଅଭିଯୋଗ

ଜମନକିରା : ଜମନକିରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ଆୟୁଷ ଡା: ଦିବ୍ୟରଞ୍ଜନ ବେହେରା ନିରାମୟ ଔଷଧ ନ...

ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ମେଘପାଳ ପଞ୍ଚାୟତରେ କମ୍ୱଳ ବଣ୍ଟନ

ସମ୍ବଲପୁର(ମେଘପାଳ):: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମେଘପାଳ ପଞ୍ଚାୟତରେ ଆଜି ଲୋକ...

କୁଦୋପାଲିରେ ବୀର ଛବିଲ ସାଏ ସହୀଦ ସ୍ମାରକୀ ଉଦଘାଟିତ

ସମ୍ବଲପୁର (କୁଦୋପାଲି):୧୮୫୭ ମସିହା ଡିସେମ୍ବର ୩୦ ତାରିଖ କୁଦୋପାଲି ରେ ବୀର ଛବିଲ ସାଏ ଏବଂ ୫୭ ଜଣ ସହଯୋଗୀଙ୍କ...