Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ବଳିପାଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବ କ୍ରିକେଟ ଖେଳାଳି ଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିହର ଯୋର ଫାଣ୍ଡି ଅନ୍ତର୍ଗତ ବଲିପାଲି ଛକ ନିକଟ ରେ ଅଜଣା...

ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ପାତାଳୀ ମହୋତ୍ସବ ପଞ୍ଚମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୧ତମ ପାତାଳୀ...

ବାଘରତୈଲl ଗ୍ରାମ ରେ ସରସ୍ଵତୀ ପୂଜା ଅବସରରେ ସୁନ୍ଦରlକାଣ୍ଡ ପରିବେଷଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଂଚାୟତ ଅନ୍ତର୍ଗତ ବାଘରତୈଳl ଗ୍ରାମ ସହଯୋଗ ଦ୍ଵାରା ସରସ୍ବତୀ ପୂଜା...

କ୍ଷେମାଲୋଏ ପଞ୍ଚାୟତ ରେ ଶିକ୍ଷଣ କେନ୍ଦ୍ର ଉଦଘାଟିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ଶିକ୍ଷଣ କେନ୍ଦ୍ର ଉଦଘାଟିତ...

ଉଲୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ରେ ସରସ୍ଵତୀ ପୂଜା ଓ ସମର୍ପଣ ଦିବସ ପାଳିତ

ଉଲୁଣ୍ଡା : ସୁବର୍ଣ୍ଣୁପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର...

ପାତାଳୀ ଶ୍ରୀକ୍ଷେତ୍ର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ହଜାର ହଜାର ସଂଖ୍ୟାରେ ଗହଳି ଲାଗିଛି ପାତାଳୀ ମହୋତ୍ସବ ପାଇଁ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ଶ୍ରୀ ପାତାଳୀ କ୍ଷେତ୍ର ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ...

ଫେବ୍ରୁୟାରୀ (ଏକ) 1 ରେ ଜlମ ପାଲି- ଭଙ୍ଗl ମୁଣ୍ଡା ରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାମପାଲି (ଭଙ୍ଗାମୁଣ୍ଡl) ଠାରେ ଥିବା ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା...

ଅଧ୍ୟାପକ ଉଦ୍ଭବ ପଧାନ ଙ୍କୁ ଶ୍ରେଷ୍ଠ ନାଗରିକ ସମ୍ମାନ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମାଁ ଉମାଦେବୀ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର...

ପଦ୍ମ ମୁଖ ବେଶ ରେ ଦର୍ଶନ ଦେଲେ ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ

ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ପାତାଳୀ କ୍ଷେତ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ...

ଚକାବର କ୍ଳଷ୍ଟର ରେ ତ୍ରିଦିବସୀୟ TLM କର୍ମଶାଳା ସଫଳତା ର ସହ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚକାବର କ୍ଲଷ୍ଟର ଅନ୍ତର୍ଗତ ବାଘମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ...

ସ୍ଲୋଗାନ୍ ଓ ରିଲସ ପ୍ରତିଯୋଗୀତାରେ ବୀରମହାରାଜପୁର କଲେଜ ର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ

ବୀରମହାରାଜପୁର : ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ...

21 ତମ ପାତାଳୀ ମହୋତ୍ସବ ର ଦ୍ଵିତୀୟ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ

ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୧ତମ ପାତାଳୀ...