News from Subarnapur Odisha
ଗୁଦଗୁଦା ଗ୍ରାମ ରାସ୍ତା ଅବରୋଧ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଗୁହାରି କଲେ ଗ୍ରାମବାସୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି – ଗୁଦଗୁଦା ନିର୍ମାଣାଧୀନ ରାସ୍ତାକୁ କେତେକ...
ଅଇଁଲାଛାଟ ଛକ ସ୍ଥିତ ଜଳଖିଆ ଦୋକାନୀ ଗଣେଶ ଦାଶ କୁ ହତ୍ୟା ଅଭିଯୋଗ
ବୀରମହାରାଜପୁର : (ସୌମିତ୍ରି ମେହେର) ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ର ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଛକ ଉପରେ...
କଳାପଥର କଲେଜ ରେ ପରୀକ୍ଷା ଦେଇଥିବା ଶୁଭମ୍ ପ୍ରଧାନ ଯୁକ୍ତ ଦୁଇ କଳାରେ ଉପଖଣ୍ଡରେ ଶ୍ରେଷ୍ଠ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ...
ଜଳୁଛି ସୁବର୍ଣ୍ଣପୁର, ଆଜି ୪୬.୨ ଡ଼ିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜଳୁଛି ସୁବର୍ଣ୍ଣପୁର, ଗତ କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ମୁଣ୍ଡଫଟା ଖରା...
ମାଟ୍ରିକ ବୋର୍ଡ ପରୀକ୍ଷାରେ 90 ପ୍ରତିଶତ ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ବୀରମହାରାଜପୁର ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ଚଳିତ ମାଟ୍ରିକ...
ଉଫୁଲା ଗ୍ରାମ ରେ ପାନୀୟଜଳ ସମସ୍ୟା ର ସମାଧାନ ଦାବିରେ ବିଡିଓ ଙ୍କୁ ଗୁହାରି କଲେ ଶତାଧିକ ମହିଳା
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଳା ଗ୍ରାମରେ ଦେଖାଦେଇଛି ପାନୀୟଜଳ ସଙ୍କଟ I...
କୋଟସମଲେଇ ପ୍ରିମିୟର ଲିଗ୍ କ୍ରିକେଟ : ତୃତୀୟ ଦିବସ ର ପ୍ରଥମ ମ୍ୟାଚ ରେ ବାଘପାଲି ଓ ଦ୍ଵିତୀୟ ରେ ନlକଡେଇଁ ଦଳ ବିଜୟୀ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ୍ ସମଲେଇ ରେ ଚାଲିଥିବା 14...
କୋଟସମଲାଇ ହାଇସ୍କୁଲ ର ପୂଜା କମ୍ପ ମାଟ୍ରିକ ପରୀକ୍ଷାରେ 499 ମାର୍କ ରଖି ଟପ୍ପର ହୋଇଛନ୍ତି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ଛାତ୍ରୀ ପୂଜା...
ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମ ର ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ...
ସୁବର୍ଣ୍ଣପୁର ରେ ମହିଳା ପୋଷାକ ତିଆରି ତାଲିମ ଶିବିର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଷ୍ଟେଟ ବ୍ଯାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଆନୁକୁଲ୍ୟରେ ଆଜି...
ସୁବର୍ଣ୍ଣପୁର ଜିଲ୍ଲା ର ମାଟ୍ରିକ ବୋର୍ଡ ପରୀକ୍ଷାରେ ପାସ ହାର 97.11 ପ୍ରତିଶତ ଥିବାବେଳେ ବୀରମହାରାଜପୁର ଉପଖଣ୍ଡର ବହୁ ସ୍କୁଲ ରେ ଉତ୍ତୀର୍ଣ୍ଣ ସଫଳତା ଶତ ପ୍ରତିଶତ ରହିଛି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ମାଟ୍ରିକ ବୋର୍ଡ ପରୀକ୍ଷାରେ ପାସ ହାର 97.11 ପ୍ରତିଶତ ଥିବାବେଳେ ବୀରମହାରାଜପୁର...
ସୁବଳୟା ଯୁବକ ନିଖୋଜ ହେବା ଘଟଣା ଥାନାରେ ଜଣାଇଲେ ବିଧବା ମା ସୁବର୍ଣ୍ଣ
ବିରମହlରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ଗ୍ରାମର ରାମଚନ୍ଦ୍ର ମେହେର ୨୨ ବର୍ଷୀୟ...
