Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Aamir Khan Karwa Chauth: ତୃତୀୟ ପତ୍ନୀ ଗୌରୀଙ୍କ ସହ ପ୍ରଥମ କରୱା ଚୌଥ ପାଳିଲେ ଆମିର ଖାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ତାଙ୍କ ତୃତୀୟ ପତ୍ନୀ ଗୌରୀ ସ୍ପ୍ରାଟ୍‌ଙ୍କ ସହ ପ୍ରଥମ ଥର କରୱା ଚୌଥ...

Madras High Court PIL: CJP ମୁଖପାତ୍ର ସୌରଭ ଦାସଙ୍କ ପରିଚୟ ଯାଞ୍ଚ ଓ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ଦାବି, ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (CJP)ର ମୁଖପାତ୍ର ତଥା ସାମ୍ବାଦିକ ସୌରଭ ଦାସଙ୍କ ପରିଚୟ ଓ ପୃଷ୍ଠଭୂମିର ଯାଞ୍ଚ ଦାବି...

The Pride of Bharat: ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଆଧାରିତ ଫିଲ୍ମରେ ରିଷଭ ଶେଟ୍ଟୀ

ମୁମ୍ବାଇ: ଅଭିନେତା ତଥା ଫିଲ୍ମ ନିର୍ମାତା ରିଷଭ ଶେଟ୍ଟୀ ନୂଆ ଐତିହାସିକ ଫିଲ୍ମ ‘The Pride of Bharat –...

Kendrapara Woman Body: ଲୁଣାନଦୀ କୂଳରୁ ମିଳିଲା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ! ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଣାନଦୀ କୂଳରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।...

SIR Schedule Extended: ୫ ରାଜ୍ୟରେ ନଭେମ୍ବର ୩୦ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ଦିଲ୍ଲୀ ପାଇଁ ଡିସେମ୍ବର ୨୨

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୫ଟି...

Baghpat Marriage Case: ସ୍ୱାମୀ ଓ ପିଲାଙ୍କ ସହ ପହଞ୍ଚି ଦିଅରଙ୍କୁ ବିବାହ କରିବାକୁ ମହିଳାଙ୍କ ଆବେଦନ, ଦଲିଲ ନଥିବାରୁ ଖାରଜ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାଗପତରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା...

Hyderabad NEET Aspirant Death: ହାଇଦ୍ରାବାଦରେ ୨୦ ବର୍ଷୀୟ NEET ଆଶାୟୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ ଆରମ୍ଭ

ହାଇଦ୍ରାବାଦ: ହାଇଦ୍ରାବାଦର ୟାକୁତପୁରା ଅଞ୍ଚଳରେ ଜଣେ ୨୦ ବର୍ଷୀୟ NEET ଆଶାୟୀ ମହମ୍ମଦ ରିୟାନଙ୍କ ମୃତ୍ୟୁ ହୋଇଛି। ଅକ୍ଟୋବର ୨୮...

Supreme Court on Rape Allegation: ପ୍ରେମ ସମ୍ପର୍କ ଭାଙ୍ଗିଗଲେ ସହମତିରେ ହୋଇଥିବା ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ, ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଦୁଇ ଜଣ ସାବାଳକ ପରସ୍ପର ସହମତିରେ ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖିଥିଲେ, ପରେ ସେମାନଙ୍କ ସମ୍ପର୍କ...

Parineeti Chopra Karwa Chauth: ୩୫ ହଜାର ଫୁଟ୍‌ ଉଚ୍ଚତାରେ ରାଘବଙ୍କ ପାଇଁ କରୱା ଚୌଥ ପାଳିଲେ ପରିଣୀତି, ସେୟାର କଲେ ଖାସ୍‌ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏଥର ୩୫ ହଜାର ଫୁଟ୍‌ ଉଚ୍ଚତାରେ କରୱା ଚୌଥ ପାଳନ କରିଛନ୍ତି। ବିମାନ ଯାତ୍ରା...

Badrinath Helicopter Crash: ଉତ୍ତରାଖଣ୍ଡରେ ନିଖୋଜ ହୋଇଥିବା ହେଲକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ଜଣ ଥିବା ସୂଚନା; ଉଦ୍ଧାର ପାଇଁ ପହଞ୍ଚିଲେ ଟିମ୍‌

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ହେଲିକପ୍ଟରରେ ପାଇଲଟ୍‌ଙ୍କ ସମେତ ୬ ଜଣ...

Puri Jagannath Temple: ଶ୍ରୀମନ୍ଦିର ବ୍ୟାରିକେଡ୍‌ ବାହାରେ ଦର୍ଶନ ଅପେକ୍ଷାରେ ଭକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲାର...

Bhutan Glacial Flood: ଭୁଟାନରେ ହିମବାହ ହ୍ରଦ ଫାଟି ବନ୍ୟା, ସଙ୍କୋଶ ନଦୀରେ ଜଳସ୍ତର ବଢ଼ିବା ଆଶଙ୍କା; ପଶ୍ଚିମବଙ୍ଗରେ ୧୦ ହଜାର ଲୋକ ସ୍ଥାନାନ୍ତର

ନୂଆଦିଲ୍ଲୀ: ଭୁଟାନରେ ହିମବାହ ହ୍ରଦ ଫାଟିବା ପରେ ଆସିଥିବା ଆକସ୍ମିକ ବନ୍ୟାକୁ ନେଇ ଭାରତର ପଶ୍ଚିମବଙ୍ଗ ଓ ଆସାମରେ ସତର୍କତା...