Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ଭୁବନେଶ୍ବରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମରଶରୀର

ଭୁବନେଶ୍ବର: କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି । ମୃତକ ଦ୍ବୟ...

ଓଭରଟେକିଂ ବେଳେ ଟ୍ରକକୁ ପିଟିଲା କାର୍, ୬ ମୃତ

ସିଥାନପାଲ୍ଲୀ: କାଠ ବୋଝେଇ ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ । ଟ୍ରକରେ ପିଟି ହେଲା କାର୍ । ଚାଲିଗଲା...

ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସପାଲ ସେକ୍ରେଟରୀ ହେଲେ ଡଃ ପ୍ରମୋଦ କୁମାର ମିଶ୍ର

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିନ୍ସିପାଲ ସେକ୍ରେଟରୀ ଭାବେ ସମ୍ବଲପୁର ପଟ୍ଟନାୟକପଡା ଅବସର ପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ) ଡଃ.ପ୍ରମୋଦ ମିଶ୍ରଙ୍କୁ...

୧୯୩୬ରୁ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ଲକ୍ଷ

ନୂଆଦିଲ୍ଲୀ/ଭୁବନେଶ୍ୱର:ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟକୁ ଗତି ଦିଆଯିବ । ବିଶେଷ ଭାବରେ ଓଡ଼ିଶାରେ ନବଗଠିତ ବିଜେପି...

NEET ଉପରେ ବଡ ନିଷ୍ପତ୍ତି, ଗ୍ରେସ ମାର୍କ ରଦ୍ଦ, ଜୁନ ୨୩ରେ ପୁଣି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ନିଟ୍ କାଉନସେଲିଂ ଉପରେ ଲାଗିବନି ରୋକ୍ । ୧୫୬୩...

ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ନବୀନ

ଭୁବନେଶ୍ବର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଏହାସହ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ମୋହନ...

ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ସମେତ ୯ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଆଉ କିଛି ସମୟ ପରେ ଓଡ଼ିଶା ପାଇବ...

ଆନ୍ଧ୍ର ପ୍ରଦେଶରେ ଏନଡିଏ ସରକାର, ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ହେଲେ ଉପମୁଖ୍ୟମନ୍ତ୍ରୀ

ବିଜୟୱାଡା: ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଚତୁର୍ଥ ଥର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ...

ଆନ୍ଧ୍ର ପଲିଟିକ୍ସ: ପଓ୍ବନ କଲ୍ୟାଣ ମାଗିଲେ ଉପମୁଖ୍ୟମନ୍ତ୍ରୀ ପଦ

ଅମରାବତୀ: ଆନ୍ଧ୍ର ପ୍ରବେଶରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ବିଜେପି ସହ ତା’ର ସହଯୋଗୀ ଦଳ ଟିଡିପି ଏବଂ...

ମୋଦି ଏବଂ ଓଡ଼ିଶାରୁ ମନ୍ତ୍ରୀ ପଦ ପାଇଥିବା ୩ ସାଂସଦଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଶପଥ ଗ୍ରହଣ ପରେ ସୋସିଆଲ...

ମୋଦିଙ୍କ ଶପଥ ପରେ ଲମ୍ବା ଡିଆଁ ମାରିଲା ସେୟାର ବଜାର, ୭୭ ହଜାର ସ୍ତରକୁ ଯାଇ କଲା ରେକର୍ଡ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ଭାରତୀୟ ସେୟାର ମାର୍କେଟ ପୁଣି ଗତି ଧରିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର...

ଫିଲ୍ମ ପାଇଁ ମନ୍ତ୍ରୀ ପଦ ଛାଡିବେ ବିଜେପି ସାଂସଦ ସୁରେଶ ଗୋପୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କେରଳରେ ଖାତି ଖୋଲି ବିଜେପି ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିଛି । ଆଉ...