National & International News in Odia
ବାୟଜୁର ୩ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ
ବେଙ୍ଗାଲୁରୁ: ଆଜି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ଅନଲାଇନ୍ ଶିକ୍ଷା...
ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ତାର ଅନ୍ସାରୀ; ଭୋଗିବେ ୧୦ ବର୍ଷ ଜେଲ ଦଣ୍ଡ; ଦେବେ ୫ ଲକ୍ଷ ଜୋରିମାନା
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁରର ସାଂସଦ-ବିଧାୟକ କୋର୍ଟ ଶନିବାର ଦିନ ଅପହରଣ ଓ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜନେତା...
ୟୁକ୍ରେନ୍ ଉପରେ ଋଷର ଏୟାରଷ୍ଟ୍ରାଇକ୍; ୪ ଶିଶୁଙ୍କ ସମେତ ପ୍ରାଣ ହରାଇଲେଣି ୨୫
କିଭ୍: ୟୁକ୍ରେନ ରାଜଧାନୀ କିବ୍ ଉପରେ ଋଷର ଏୟାରଷ୍ଟ୍ରାଇକ। ଏୟାରଷ୍ଟ୍ରାଇକ୍ ଯୋଗୁ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହାସହିତ ଉମାନ ଓ...
ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ବ୍ରିଜ୍ ଭୂଷଣ; କହିଲେ ଏହା କୁସ୍ତିଯୋଦ୍ଧାଙ୍କ ଧାରଣା ନୁହେଁ ଏକ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ: ଆଜି ସପ୍ତମ ଦିନରେ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଧର୍ମଘଟ। ଗତକାଲି ବ୍ରିଜ୍ ଭୂଷଣଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଥିଲା।...
‘ମୋଦୀ ସରନେମ୍’ ମାମଲା; ରାହୁଲଙ୍କ ଆବେଦନ ଉପରେ ଆଜି ଶୁଣାଣି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସରନେମ୍’ ପ୍ରସଙ୍ଗରେ ସୁରଟ ସେସନ କୋର୍ଟ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ...
କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପ୍ରିୟଙ୍କା; କହିଲେ…
ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ତଥା ମହାସଚିବ ପ୍ରିୟଙ୍କା ଗାନ୍ଧୀ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି। କୁସ୍ତିଯୋଦ୍ଧାଙ୍କ ଧର୍ମଘଟକୁ ସମର୍ଥନ କରିବା...
ସୁଇସାଇଡ୍ ନୋଟ୍ ନେଇ ମୋଦୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ; କହିଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସୁଇସାଇଡ୍ ସମ୍ବନ୍ଧୀୟ...
ରେସଲରଙ୍କୁ ସଡକରେ ଦେଖି ଭାବୁକ ହେଲେ ନୀରଜ ଚୋପ୍ରା, ଟୁଇଟ୍ କରି କହିଲେ ହୃଦୟର କଥା
ନୂଆଦିଲ୍ଲୀ: ନ୍ୟାୟ ଦାବିରେ ଏପ୍ରିଲ ୨୩ରେ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ଦେଶର ଖ୍ୟାତାନାମା ଅନେକ କୁସ୍ତିଯୋଦ୍ଧା।...
ଜୋତା ପୋଛିବାର ଔକାତ ଥିବା ଲୋକ ଆଜି ସରକାରରେ ବସିଛନ୍ତି, ଉଦ୍ଧବଙ୍କ ଟିପ୍ପଣୀ ଉପରେ ଏମିତି ଜବାବ ଦେଲେ ସିନ୍ଦେ
ମୁମ୍ଵାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମରେ ପହଞ୍ଚି ଯାଇଛି। ନିକଟରେ...
ବିଜେପିରେ ମିଶିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଖାସ୍ ଲୋକ, ଏହି କାରଣରୁ ବହିଷ୍କାର କରିଥିଲା ଜେଡିୟୁ
ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ମୁଖପାତ୍ର ଡ. ଅଜୟ ଆଲୋକ ଶୁକ୍ରବାର ବିଜେପିରେ ଆନୁଷ୍ଠନିକ ଭାବେ ଯୋଗ ଦେଇଛନ୍ତି। ସେ ବିଜେପି...
ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ଟିମ୍, ଜମ୍ମୁ-କାଶ୍ମୀରରେ ବୀମା ଦୁର୍ନୀତି ମାମଲାରେ କରିବ ପଚରା ଉଚୁରା
ନୂଆଦିଲ୍ଲୀ: କଥିତ ବୀମା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଆଜି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ...
ଜିୟା ଖାନ୍ ଆତ୍ମହତ୍ୟା ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ସୁରଜ
ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲାର ଆଜି ଥିଲା ଅନ୍ତିମ ଶୁଣାଣି। ରାୟ ଦେଇଛନ୍ତି...
