Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ସୁରଟ୍ କୋର୍ଟଙ୍କ ନିଷ୍ପତ୍ତିରେ ଗାନ୍ଧୀ ପରିବାରର ଗର୍ବ ଭାଙ୍ଗିଛି- ସମ୍ବିତ ପାତ୍ର

ନୂଆଦିଲ୍ଲୀ: ମାନହାନୀ କେସରେ ସୁରଟ ସେସନ୍ସ କୋର୍ଟରେ ଆବେଦନ ଖାରଜ ହେବା ରାହୁଲ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି। ଏହା...

ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିଲେ ଗୌତମ ଆଦାନୀ, ୨ ଘଣ୍ଟା ରୁଦ୍ଧଦ୍ଵାର ବୈଠକ

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ଦଳ(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଗୁରୁବାର ଭେଟିଛନ୍ତି ଉଦ୍ୟୋଗପତି ଗୌତମ ଆଦାନୀ। ଆଦାନୀ ଏନସିପି ନେତାଙ୍କ...

ରାଜନାଥ ସିଂ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ୍। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ସଂକ୍ରମିତ ହୋଇଥିବା...

ଆଶ୍ଵସ୍ତି ପାଇଁ ରାହୁଲଙ୍କ ନିକଟରେ କଣ ବିକଳ୍ପ ରହିଛି, ହାତରେ ମାତ୍ର ୩ ଦିନ ସମୟ, ନଚେତ୍ ଜେଲ୍

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ସବୁ ଚୋର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ...

ନିରାଶ ହେଲେ ରାହୁଲ; କାଏମ ରହିଲା ୨ ବର୍ଷ ଜେଲ ଦଣ୍ଡାଦେଶ

ସୁରଟ: ବଢିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡୁଆ। ମହଙ୍ଗା ପଡ଼ିଲା ମୋଦୀ ସର୍‌ନେମ୍‌ ମାମଲାରେ ଦେଇଥିବା ବିବାଦୀୟ ବୟାନ।...

ଆଜି ଦେଖାଯିବ ହାଇବ୍ରିଡ୍‌ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଆଜି ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଆଜିର ସୂର୍ଯ୍ୟପରାଗକୁ ମିଶ୍ରିତ ସୂର୍ଯ୍ୟ ପରାଗ ବା ହାଇବ୍ରିଡ୍ ସୂର୍ଯ୍ୟ...

ରାହୁଲ ଗାନ୍ଧିଙ୍କ ‘ମୋଦି ସର୍‌ନେମ୍‌’ ମାମଲା; ଆଜି ଶୁଣାଣି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ‘ମୋଦି ସର୍‌ନେମ୍‌’ ମାମଲାରେ ଆଜି ଶୁଣାଣି କରିବେ କୋର୍ଟ। ଆଜି ରାୟ ଶୁଣାଇବେ ସୁରଟର ସେସନ୍ସ...

ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର

ନୂଆଦିଲ୍ଲୀ: ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ। ଏବେ ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର। ଜାତିସଂଘ ପକ୍ଷରୁ...

ଯଦି ମୋଦୀ ଚେତିବେ ନାହିଁ ତେବେ ଆଦାନୀ ବିଜେପି ସରକାରଙ୍କୁ ନିଶେଷ କରି ଦେବେ: ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ଗୌତମ ଆଦାନୀ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ବେଶ ସମାଲୋଚିତ ହେବାକୁ ପଡ଼ିଛି। ବିରୋଧୀଙ୍କ ସହିତ ପୂର୍ବତନ...

ମହାନଦୀ ଜଳ ବିବାଦ; ଆଜି କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍‌

ସମ୍ବଲପୁର : ମହାନଦୀ ଜଳ ବିବାଦ। ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା...

ବିଶ୍ୱ ବୌଦ୍ଧ ସମ୍ମିଳନୀ; ନିମନ୍ତ୍ରଣ କରିଛି ଭାରତ,ଆସିବେ ୩୦ ଦେଶ, ହେଲେ ଆସିବନି ଚୀନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୦ ଓ ୨୧ ତାରିଖ ଦୁଇ ଦିନ ଦିଲ୍ଲୀରେ ବିଶ୍ୱ ବୌଦ୍ଧ  ସମ୍ମିଳନୀ ଅନୁଷ୍ଠିତ ହେବାକୁ...

ଦେଶରେ ଖୋଲିଲା ପ୍ରଥମ ଆପଲ୍‌ ‌‌ଷ୍ଟୋର୍‌

ମୁମ୍ବାଇ: ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍‌ ଷ୍ଟୋର୍‌। ଆପଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟିମ୍ କୁକ୍ ଦେଶର ଆର୍ଥିକ...