Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ସଂସଦରେ ହଙ୍ଗାମାକୁ ନେଇ ବର୍ଷିଲେ ଅପରାଜିତା: କହିଲେ- ନଷ୍ଟ ହେଲା ୨୧୬ କୋଟି, ବିଲ୍ ଉପରେ ହୋଇନି ପର୍ଯ୍ୟାପ୍ତ ଚର୍ଚ୍ଚା

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି ।...

ବନ୍ୟା ଆଶଙ୍କାରେ ଓଡ଼ିଶାର ୩ ଜିଲ୍ଲା, ବାଲେଶ୍ୱରରେ ସ୍ଥାନାନ୍ତରଣ ଆରମ୍ଭ; ମୁତୟନ ୧୦ ଓଡ୍ରାଫ ଓ ୭ ଏନ୍‌ଡିଆର୍‌ଏଫ୍ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ନଦୀ ଜଳସ୍ତରକୁ ନେଇ ବନ୍ୟା ଆଶଙ୍କା ବଢ଼ିଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର...

ଓଡ଼ିଆ ଫିଲ୍ମରେ ପ୍ରଥମଥର ନଜର ଆସିବେ ସଞ୍ଜୟ ମିଶ୍ରା, ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଲା ସୁଟିଂ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ମିଶ୍ରା | ପ୍ରଥମ ଥର ଓଡ଼ିଆ ସିନେମାରେ ଅଭିନୟ କରିବେ...

୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ ଜେଲ୍, ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତିପୂରଣ

ଅନୁଗୋଳ: ଅନୁଗୋଳରେ ୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ୨୨ ବର୍ଷୀୟ ସତ୍ୟବ୍ରତ ମିଶ୍ର ଓରଫ୍‌ କାଳିଆକୁ ଆଜୀବନ...

ଟ୍ରାଫିକ୍ କଟକଣା ମାନିଲେନି, ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା! ନିଜକୁ ରାଷ୍ଟ୍ରୀୟ ଦଳର ନେତା କହି ଯୁବକଙ୍କ ହଙ୍ଗାମା

ବ୍ରହ୍ମପୁର: ଗୁରୁବାର ଅପରାହ୍ନରେ ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ ଯୋଗୁଁ ଲାଗୁ ହୋଇଥିବା ଟ୍ରାଫିକ୍ କଟକଣାକୁ ନେଇ ଜଣେ ଟ୍ରାଫିକ୍...

‘ମୋ ପିଲା ଅସୁସ୍ଥ, ସମୟର କଣ କିଛି ମୂଲ୍ୟ ନାହିଁ!’ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲକୁ ନେଇ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ବାତିଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଅପରାହ୍ନ ୨ଟା ୩୫ରେ...

ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶାରେ ବଢ଼ିଲା ବର୍ଷା ବିପଦ! ଏହି ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ...

ଆଜି ଗ୍ରହଚଳନର ବଡ଼ ପ୍ରଭାବ! ମେଷଠୁ ତୁଳା—ଏହି ୫ ରାଶିର ଖୋଲିପାରେ ଭାଗ୍ୟର ନୂଆ ଦ୍ୱାର

ଭୁବନେଶ୍ୱର: ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଜ୍ୟୋତିଷୀୟ ମତ ଅନୁସାରେ, ଆଜିର ଗ୍ରହ-ନକ୍ଷତ୍ରର ସ୍ଥିତି...

ମର୍ଣ୍ଣିଙ୍ଗ ୱାକ୍‌ ଯାଉଥିଲେ ସାବଧାନ, ଭୁବନେଶ୍ୱରରେ ବଢ଼ୁଛି ବୁଲା କୁକୁରଙ୍କ ସଂଖ୍ୟା

ଭୁବନେଶ୍ୱର: ସକାଳୁ ମର୍ଣ୍ଣିଙ୍ଗ ୱାକ୍‌ ପାଇଁ ବାହାରୁଥିଲେ ସାବଧାନ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ...

ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ‘ଡିଗ୍ରୀ ବଣ୍ଟନ’ ମଡେଲ୍‌? ଶିକ୍ଷା ବ୍ୟବସ୍ଥାର ଯାଞ୍ଚ କେବେ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳିବା ପାଇଁ ଏମାନେ କିଏ?

ଭୁବନେଶ୍ୱର: ଓଡ଼ିଶାର କିଛି ଇଞ୍ଜିନିୟରିଂ କଲେଜକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠୁଛି। ଅଭିଯୋଗ ହେଉଛି, କେତେକ ଅନୁଷ୍ଠାନରେ ନିୟମିତ...

ରାଇସୁଆଁ ଏୟାରଷ୍ଟ୍ରିପ୍‌ରୁ ଉଡିବ ବିମାନ! ଜିଲ୍ଲାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସରକାରଙ୍କ ଯୋଜନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିମାନ ସେବାକୁ ନେଇ ଆଶା ବଢ଼ିଛି। ରାଇସୁଆଁ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସରକାର...

ଓଡ଼ିଶା ବିଜେପିରେ ଟଣାଓଟରା: ଧର୍ମେନ୍ଦ୍ରଙ୍କ ଘରବାହୁଡ଼ା ପରେ ବଢ଼ିଲା ରାଜନୈତିକ ଚର୍ଚ୍ଚା!

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ଚାକିରି ପ୍ରସଙ୍ଗକୁ ନେଇ ଶାସକ ବିଜେପି...