Odisha News
ଲ୍ୟାଣ୍ଡସ୍ଲାଇଡ୍ ଯୋଗୁଁ ରାସ୍ତା ଅବରୋଧ : ମହେନ୍ଦ୍ରଗିରିରୁ ୧୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି
ଲ୍ୟାଣ୍ଡସ୍ଲାଇଡ୍ ରାସ୍ତା ଅବରୋଧ କରିବା ପରେ, ମହେନ୍ଦ୍ରଗିରିରୁ ୧୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଲଗାତାର ବର୍ଷା ମଧ୍ୟରେ ଉଦ୍ଧାର...
ଦଶହରାରେ ବଡ ଅଘଟଣ: ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୧୩ ମୃତ
ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦...
ସମଲେଶ୍ୱରୀ ପୀଠରେ ଆଖଡ଼ା ଖେଳ:ଜୟନାରାୟଣ ଦେଖାଇଲେ କୌଶଳ, ବୁଲିଲା ଖଣ୍ଡା, ଆଖଡ଼ା ଜିଣିଲା ଜନ ପ୍ରାଣ
ସମ୍ବଲପୁର:ସବୁ ବର୍ଷ ପରି ଦଶହରା ପର୍ବ ଉପଲକ୍ଷେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ରେ ଆଖଡା ଖେଳ ହୋଇଥାଏ।...
ବଢ଼ିଲା ଦିବ୍ୟଶଙ୍କରଙ୍କ ଅଡ଼ୁଆ: ସିବିଆଇ ତଦନ୍ତ ଦାବି କଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାର ଦୁଇ ହାଇପ୍ରୋଫାଇଲ୍ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିବା ବିଜେଡି ପାଇଁ ଶକ୍ତଧକ୍କା ହୋଇଛି...
ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ
ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି...
ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍
ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍। ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଛି। ଶ୍ରୀମନ୍ଦିର ସହିତ...
ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଧାରରେ ବନ୍ଧା ହେଲେ ବାବା ଚୈତନ୍ୟାନନ୍ଦ ସରସ୍ବତୀ ଓରଫ ପାର୍ଥ ସାରଥୀ
ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଧାରରେ ବନ୍ଧା ହେଲେ ବାବା ଚୈତନ୍ୟାନନ୍ଦ ସରସ୍ବତୀ ଓରଫ ପାର୍ଥ ସାରଥୀ । ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ...
ନୁଆଁ ସଂକଳ୍ପର ପଣ ରଖିଲେ ମୋଦୀ:ପୂର୍ବଦୋୟରୁ ଡବଲ ଇଞ୍ଜିନ ଦେବ ବିକାଶର ବାର୍ତ୍ତା-ପ୍ରଧାନମନ୍ତ୍ରୀ
ସମ୍ବଲପୁର,(ଆମରପାଲିରୁରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ସ୍ଥାନୀୟ ଅମରାପାଲି ପଡ଼ିଆଠାରେ ଆୟୋଜିତ...
ହୀରାକୁଦର ୨୦ ଗେଟ୍ ଖୋଲା
ଲଗାତାର ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ମୁଣ୍ଡଳିରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରଭାବିତ...
୧ରେ ପୁଣି ଲଘୁଚାପ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ
ଶନିବାର ଦକ୍ଷିଣ ଓଡ଼ିଶାରେ ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି,...
ଜିଲ୍ଲା ସଭାପତି ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ଵ..
କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନଙ୍କୁ ନିଯୁକ୍ତ କରାଯାଇଛି ।...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା
ବଙ୍ଗୋପସାରଗରେ ଲଘୁଚାପ ସୃଷ୍ଟି ହୋଇସାରିଛି। ଶୁକ୍ରବାରକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ମୁହାଁଇବ ଦକ୍ଷିଣ ଓଡ଼ିଶା ଉପକୂଳ...
