Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ଚାଲିଛି ତିନିଠାକୁରଙ୍କ ଅଣସର ସେବା; ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଔଷଧୀୟ ସାମଗ୍ରୀ 

ପୁରୀ: ଏବେ ଚାଲିଛି ତିନିଠାକୁରଙ୍କ ଅଣସର ସେବା । ୧୦୮ ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ।...

ସକାଳ ସକାଳୁ ଅସହ୍ୟ କଲାଣି ଗୁଳୁଗୁଳି; ଛଟପଟ ହେଉଛନ୍ତି ରାଜ୍ୟବାସୀ

ଭୁବନେଶ୍ବର: ସକାଳ ସକାଳୁ ଅସହ୍ୟ ତାତିକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ବିଶେଷକରି ପଶ୍ଚିମ...

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

କନ୍ଧମାଳ : କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଅପେରସନ ନୀଳ ଜହର ଜୋର ଧରିଛି। କନ୍ଧମାଳ ପୁଲିସ ବିଭିନ୍ନ ସ୍ଥାନରେ...

୧୦ ଜିଲ୍ଲାରେ କଂଗ୍ରେସର ନୂଆଁ ସଭାପତି, ସମ୍ବଲପୁରରୁ ଅସିଫ ଅଲ୍ଲୀଖାଁ

ସମ୍ବଲପୁର: କଂଗ୍ରେସ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଭାବେ ଦଳର ବରିଷ୍ଠ ନେତା ଅସୀଫ ଅଲ୍ଲୀଖାଁଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ...

କ୍ୟାନ୍ସର ରୋଗ ରେ ପୀଡିତ ଲକ୍ଷ୍ମଣ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

କୋକସରା:୦୯/୦୬ : ଦିନ ଥିଲା ହସଖୁସିରେ ପରିବାର ମୁହଁରେ ହସ ଫୁଟାଉଥିଲେ ,ଗରିବ ପରିବାର ହୋଇଥିଲେ ମଧ୍ୟ ଦୁଃଖସୁଖ ରେ...

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ 

ଭୁବନେଶ୍ୱର: ପଦରୁ ହଟିଲେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ରୋହିତ ପୂଜାରୀ। ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ...

ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ; ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ବାଲେଶ୍ବର: ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ବାହାନଗାବାସୀ। ସ୍କୁଲ ଗୃହରେ ରଖାଯାଇଥିଲା ମୃତଦେହ। ଯାହାକୁ ନେଇ...

ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ମିଳିଛି ହତ୍ୟା ଧମକ। ଏ ନେଇ ଅଭିଯୋଗ କରିଛନ୍ତି...

ଦୀର୍ଘ ୨୭ ବର୍ଷ ପରେ ଭାରତରେ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଭାରତରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଅନୁଷ୍ଠିତ ହେବ। ୧୯୯୬...

ପୁଣି ଟ୍ରେନ୍‌ ଦୁର୍ଘଟଣା; ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ 

ନୂଆପଡା: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା। ଗୋଟିଏ ଭୟ ମନରୁ ନଯାଉଣୁ ପୁଣି ଘଟିଛି ଟ୍ରେନ୍‌ ଦୁର୍ଘଟଣା। ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ...

ରଥଯାତ୍ରା ଲାଗି ବ୍ୟାପକ ପ୍ରସ୍ତୁତି; ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଭଗବାନ।...

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା; ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ

ବାଲେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରାଳ ଦୃଶ୍ୟ ଯିଏ ଦେଖିଛି ସିଏ ଜାଣିଛି ତାହା କେତେ ଭୟଙ୍କର ଥିଲା। ତେବେ...