Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଶେଷ ରଥ ସମନ୍ୱୟ ବୈଠକ

ପୁରୀ: ଜୁନ୍‌ ୨୦ ରେ ପବିତ୍ର ତଥା ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି। ରଥଯାତ୍ରା ଲାଗି ପୁରୀରେ...

ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ। ଗତ ମେ ୨୮ରେ ହୋଇଥିଲା ପରୀକ୍ଷା। ଯେଉଁ ପିଲାମାନେ...

ଯୁକ୍ତ ୩ ପାଇଁ ଜୁନ୍‌ ୧୯ରୁ ଆରମ୍ଭ ଅନଲାଇନ୍ ଫର୍ମପୂରଣ

ଭୁବନେଶ୍ବର: ନିକଟରେ ପ୍ରକାଶ ପାଇଥିଲା ଯୁକ୍ତ ୨ ପରୀକ୍ଷା ଫଳ। ତେବେ ଜୁନ୍‌ ୧୯ରୁ ଯୁକ୍ତ ୩ ପାଇଁ ଆରମ୍ଭ ହେବ...

ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର; ଭୁବନେଶ୍ୱର ୪୩.୮ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଏଭଳି ଗରମ ଅନୁଭୂତ ହେବ।...

ସୌରିନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଓଲିଉଡ୍‌ କଣ୍ଠଶିଳ୍ପୀ

କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ। ଯୁବତୀ ଜଣକ ମାନସିକ ଓ...

ଶକ୍ତିମନ୍ତ୍ରୀଙ୍କ ସଭାରେ ହଠାତ୍‌ କଟିଲା ବିଜୁଳି; ଅଧଘଣ୍ଟା ପରେ ଆସିଲା

ବାହାନଗା: ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହୋଇଛି ଶ୍ରଦ୍ଧାଞ୍ଜଳୀ ସଭା। ଏହି...

ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଉଡ଼ିପାରିବନି ଡ୍ରୋନ୍; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

ପୁରୀ: ଜୁନ୍‌ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଉତ୍ସବମୁଖର ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ।...

ଅଘୋଷିତ ବିଦ୍ୟୁତ କାଟ୍‌‌; ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାଜ୍ୟରେ ଘନ ଘନ ବିଦ୍ୟୁତ କାଟ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ଆଜି ଏହି ବିଦ୍ୟୁତ କାଟ ଲାଗି ଗୁରୁତ୍ବପୂର୍ଣ୍ଣ...

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଜୁନ ୨୦ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏବେଠୁ ପୁରୀକୁ ଲାଗିଲାଣି ଭକ୍ତଙ୍କ ଭିଡ। ଆଜି ବସିବ ଶ୍ରୀମନ୍ଦିର...

ବାହାନଗା ଟ୍ରେନ ଦୁର୍ଘଟଣା; ସିବିଆଇ ହାତରେ ଲାଗିଛି ପ୍ରମାଣ, ଜଣାପଡିଲା ଦୁର୍ଘଟଣାର କାରଣ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା। ଏହି ଛାତିଥରା ଟ୍ରେନ୍‌ ଦୁର୍ଘଟଣାର ଚାଲିଛି ଜୋରଦାର ସିବିଆଇ ତଦନ୍ତ। ସଳଚନା ଅନୁଯାୟୀ ସିବିଆଇକୁ ମିଳିଛି...

ସକାଳ ୫.୩୦ ସୁଦ୍ଧା ୩୦ ଡିଗ୍ରୀ ଛୁଇଁଲାଣି ରାଜଧାନୀ ତାପମାତ୍ରା

ଭୁବନେଶ୍ବର: ଆଜିଠୁ ଆହୁରି ବଢିବ ତାତି । ସକାଳୁ ସକାଳୁ ଅସହ୍ୟ ଗରମ ଗରମକୁ ଗୁଳୁଗଳି ଅନୁଭବ କରୁଛନ୍ତ ଲୋକେ। ସକାଳ...

ରାଜ୍ୟରେ ଘନ ଘନ ହେଉଛି ବିଦ୍ୟୁତ କାଟ୍; ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତିକୁ ପୁଣି ବିଦ୍ୟୁତ୍ କାଟ ଲୋକଙ୍କୁ...