Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପ୍ରକାଶ ପାଇବ ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ

ନୂଆଦିଲ୍ଲୀ, ୧୨ | ୫ : ଆଜି ପ୍ରକାଶ ପାଇବ ‘ସିବିଏସଇ’ ବୋର୍ଡର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ | ଦିନ ୧୨ ଟାରେ ପ୍ରକାଶିତ ହେବ ରେଜଲ୍ଟ |’ସିବିଏସଇ’ ବୋର୍ଡର ୱେବସାଇଟ results.cbse.nic.in ଜରିଆରେ କିମ୍ବା ଡିଜି ଲକର ରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ର ଛାତ୍ରୀ | ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ବୋର୍ଡରେ ସାରା ଦେଶରୁ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ