Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଧପୁର ବାମୁର ରାସ୍ତାରେ କୁମ୍ଭୀର

ଆଠମଲ୍ଲିକ: ହଁ ଆଜ୍ଞା ବିଶ୍ୱାସ ନ ହେଲେ ବି ସତ,ଏମିତି ଏକ କୁମ୍ଭୀର କଏଦ୍ ହୋଇଛି କ୍ୟାମେରାରେ।ଆଜି ସକାଳୁ ମାଧପୁର ବାମୁର ରାସ୍ତାରେ ମାନେଜୋର୍ ଡେମ ରୁ ରାସ୍ତାଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି। ପାଖଦେଇ ମହାନଦୀ ଯାଇଥିବାରୁ ପ୍ରବଳପାଣି ଆସୁଥିବାରୁ ସେଇ ସ୍ରୋତରେ କୁମ୍ଭୀର ଆସୁଛନ୍ତି ।