Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ନିଯୁକ୍ତି ଦାବିରେ ମାଧପୁର ବନ୍ଦ୍।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ୍ ଉପଖଣ୍ଡର ମାଧପୂର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଅଲ ଓଡ଼ିଶା କୃଷକମହାସଂଘ ଆଜି ୧୨ ଘଣ୍ଟିଆ ସକାଳ 6 ରୁ ସନ୍ଧ୍ୟା 6 ମାଧପୁର ବନ୍ଦ ଡାକରା ଦେଇଛି । 62ନମ୍ବର ରାଜ୍ୟ ପଥରେ ଯାନବାହାନ ବନ୍ଦ୍ ରହିବା ସହ ଦୋକାନ ବଜାର ମଧ୍ଯ ବନ୍ଦ୍ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ