Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣାପଡା ର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଦୋଳ ପୂର୍ଣ୍ଣିମା ଉଚ୍ଛବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଭବାନୀପାଟଣା, ୨୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ମହା ସମାରୋହରେ ଉଛବ ପାଳିତ ହୋଇଥାଏ। ଚଳିତ ବର୍ଷ ମଧ୍ଯ ଦୋଳ ଉତ୍ସବ ଉପଲକ୍ଷେ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗୀତା ରେ ବିଭିନ୍ନ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସ୍କୁଲ ଛକ କମିଟି ରୁ ଲକ୍ଷ୍ମୀନାରାୟଣ ପଣ୍ଡା, କମ୍ବୁପାଣି ପରିଛା, ଗଜେନ୍ଦ୍ର ଡାକୁଆ, ଭଗବାନ ବିଶୋଇ, ସୀତାକାନ୍ତ ପ୍ରଧାନ, ଦାମ ମହାରଣା, ଶିବରାମ ଡାକୁଆ, ତିର୍ଥ ବାସିନି ଡାକୁଆ, ମଲ୍ଲି ନାଏକ, ପପି, ଇନ୍ଦ୍ରଜିତ୍ ମହାଖୁଡ, ସନ୍ତୋଷ ପ୍ରଧାନ ପ୍ରମୂଖ ପରିଚାଳନା କରିଥିଲେ।