ଆଠମଲ୍ଲିକ ରେ କଂଗ୍ରେସ୍ ଘୋଷଣା କଲା ପ୍ରାର୍ଥୀ..


ଆଜି କଂଗ୍ରେସ୍ ଘୋଷଣା କରିଛି ଆଠମଲ୍ଲିକ୍ ରୁ ପ୍ରାର୍ଥୀ ।
ବିଜୟାନନ୍ଦ ଚାଉଳିଆଙ୍କୁ ପୁଣି ଥରେ ଏଥର ଦଳ ପ୍ରାର୍ଥୀ କରିଛି ।
ଏଥର କଡ଼ା ଟ କ୍କ ର୍ ହୋଇପାରେ ବୋଲି କଂଗ୍ରେସ କର୍ମୀଙ୍କ ମହଲରୁ ଶୁଣିବାକୁ ମିଳୁଛି।
ଶ୍ରୀଯୁକ୍ତ ବିଜୟାନନ୍ଦ ଚାଉଳିଆ ବର୍ତ୍ତମାନ ରାଜ୍ୟ କଂଗ୍ରେସ OBC ସେଲ ର ମଧ୍ୟ ଅଧ୍ୟକ୍ଷ ଅଛନ୍ତି ।