Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ ବଦଳି ..

ଆଠମଲ୍ଲିକ ଉପଜିଲ୍ଲାପାଳ ଡା. ଜିତେନ୍ଦ୍ର କୁମାର୍ ପାତ୍ରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି। ସଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ଶୁଣାଣି ବିଭାଗ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କର ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଉପସଚିବ ଭାବେ ବଦଳି ହୋଇଛି ।
ଶ୍ରୀ ପାତ୍ର ଆଠମଲ୍ଲିକ ରେ ଉପଜିଲ୍ଲାପାଳ ଭାବେ ୨୦୨୩ ଅଗଷ୍ଟ ୭ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ।