Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଠମଲ୍ଲିକ ରେ ସର୍ବାଧିକ ବର୍ଷା ରେକର୍ଡ…

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବ୍ ଡ଼ିଭିଜନ ରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ସେପଟେ ଅତ୍ୟଧିକ ବର୍ଷା ଲାଗିରହିଥିବାରୁ ୬୨ ନମ୍ବର ବଇଣ୍ଡା- ଆଠମଲ୍ଲିକ୍ ରାଜ୍ୟ ରାଜପଥର ପଞ୍ଚାଧାରା ଘାଟି ଉପରୁ ମାଟି ଅତଡା ଖସୁଥିବାର ଦେଖିବାକୁ ମିଳିଛି।