ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେଳ କର୍ମଚାରୀ ଙ୍କ ପ୍ରଶଂସନୀୟ କାର୍ଯ୍ୟ। ମହିଳା ଙ୍କ ହଜି ଯାଇଥିବା ଭେନିଟି ବ୍ୟାଗ ଖୋଜି ମହିଳାଙ୍କୁ ଫରାଇଲେ। ସୂଚନାଯୋଗ୍ୟ ଭୁବନେଶ୍ୱର ନିବାସୀ ପ୍ରଣବ ମେହେର ଏଵଂ ତାଙ୍କ ମା ରିନା ମେହେର ଗତ 13 ତାରିଖ ଦିନ ଭୁବନେଶ୍ଵର ରାଉରକେଲା ଇଣ୍ଟରସିଟି ଟ୍ରେନ ଯୋଗେ ଯାଉଥିବା ବେଳେ ରିନା ମେହେର ତାଙ୍କ ଭେନିଟି ବ୍ୟାଗ ସାବଧାନ ରେ ଟ୍ରେନ ରେ ଛାଡି ଦେଇଥିଲେ। ରେଙ୍ଗାଲି ଷ୍ଟେସନ ମାଷ୍ଟର ଙ୍କୁ ଏ ବିଷୟରେ ଲିଖିତ ଜଣାଇବା ପରେ ଷ୍ଟେସନ ମାଷ୍ଟର ଙ୍କ ପ୍ରଚେଷ୍ଟା ରେ ଭେନିଟି ବ୍ୟାଗ କୁ ଉଦ୍ଧାର କରି ରିନା ମେହେର ଙ୍କୁ ଫେରାଇ ଦେଇଥିଲେ। ଭେନିଟି ବ୍ୟାଗ ରେ 40 ହଜାର ଟଙ୍କା, କିଛି ସୁନା ଗହଣା, ଏଟିଏମ୍ କାର୍ଡ ଆଦି ଥିଲା। ରେଳ କର୍ମଚାରୀ ଙ୍କ ଏହି ମହତ୍ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି।
ରେଳ ବିଭାଗ ର ପ୍ରଶଂସନୀୟ କାର୍ଯ୍ୟ। ମହିଳା ଙ୍କ ହଜି ଯାଇଥିବା ଭେନିଟି ବ୍ୟାଗ ଖୋଜି ମହିଳା ଙ୍କୁ ଫେରାଇଲେ।
