Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହିତା ମହିଳାଙ୍କୁ ପୋଲିସବାବୁଙ୍କ ପ୍ରେମ ନିବେଦନ…

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଠାକୁରଗଡ ଥାନା ASI ବ୍ରହ୍ମାନନ୍ଦ ସାହୁ ସ୍ଥାନୀୟ ଜୈନିକ ମହିଳାଙ୍କ ସହ ଆଗରୁ ଚିହ୍ନା ପରିଚୟ ରହିଥିଲା।ତାହାର ସୁଯୋଗ ନେଇ ହଠାତ୍ ଶୁକ୍ରବାର ସନ୍ଧ୍ୟାରେ କେହି ନ ଥିବା ବେଳେ ପୋଲିସ ବାବୁ ଅଚାନକ ମହିଳାଙ୍କ ଘରକୁ ପଶିଯାଇଥିଲେ।କିନ୍ତୁ ମହିଳା ଜଣଙ୍କ ପୋଲିସ୍ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟକୁ ବୁଝିପାରି କୌଶଳକ୍ରମେ ଘରୁ ବାହାରି ଆସି ,ବାହାର ପଟୁ ବାଟ ବନ୍ଦ କରି ଗାଁ ଲୋକଙ୍କୁ ଖବର ଦେଇଥିଲେ।ପରେ ଗାଁ ବାଲାଙ୍କ ସହାୟତାରେ ଠାକୁରଗଡ଼ ପୋଲିସକୁ ଖବର ଦେଇଥିଲେ,ସଙ୍ଗେ ସଙ୍ଗେ ଥାନାର ଆଆଇସି ଓ ଆଠମ ଲ୍ଲିକ SDPO ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି , ସଂପୃକ୍ତ ପୋଲିସ ଅଧିକାରୀ ଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା କରୁଛି।