Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟାନନ୍ଦ ଚାଉଳିଆ ହେଲେ ରାଜ୍ୟ କଂଗ୍ରେସ ର ଓବିସି ବିଭାଗ ଅଧ୍ୟକ୍ଷ ।

ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କଂଗ୍ରେସ୍ ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିଜୟାନନ୍ଦ ଚାଉଳିଆଙ୍କୁ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସ୍ ର ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।ଖବର ପ୍ରସାରିତ ହେବା ପରେ କଂଗ୍ରେସ ଶିବିରରରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ମିଳିଛି ନିଜ ନିର୍ବାଚନମଣ୍ଡଳୀର କର୍ମୀମାନେ ମଧ୍ଯ ଶୁଭେଛା ବାର୍ତ୍ତା ସହ ସ୍ବାଗତ ପାଇଁ ସବୁ ଜୋନରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ବିପୁଳ ପରିମାଣରେ ଶୁଭେଛା ର ସୁଅ ଛୁଟିବାରେ ଲାଗିଛି ।ଯ ାହା କଂଗ୍ରେସକୁ ଆଗାମୀ ନିର୍ବାଚନରେ ବିପୁଳ ସମର୍ଥନ ଦେବେ ବୋଲି ସ୍ଥାନୀୟ ଭୋଟର୍ ମାନେ ମତ ରଖିଛନ୍ତି ।