Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡାକ୍ତର ସଚି ନନ୍ଦନ ଦାଶଙ୍କ ପରଲୋକ

ସମ୍ବଲପୁର:ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଜଣାଶୁଣା ଡାକ୍ତର୍ ତଥା ସମାଜସେବୀ ଡ.ସଚି ନନ୍ଦନ ବାସଙ୍କ ଆଜି ସକାଳେ ତାଙ୍କ ମୋଦିପଡା ବାସଭବନରେ 91 ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି ।ତାଙ୍କ ଦେହାନ୍ତ ଖବର ପ୍ରଚାର ହେବା ମାତ୍ରେ ତାଙ୍କର ସମର୍ଥକ, ଭଲ ପାଉଥିବା ବ୍ୟକ୍ତି ତଥା ଖ୍ରିଷ୍ଟ ସମ୍ପ୍ରଦାୟର ବ୍ୟକ୍ତ ଙ୍କ ଗହଳି ସ୍ରୁଷ୍ଟି ହୋଇ ଥିଲା ।ଆସନ୍ତା ରବିବାର ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ଦୂର ଦୂରାନ୍ତ ଓ ବିଦେଶରୁ ପୁଅ ବୋହୂ ତଥା ନାତୁଣୀ ମାନେ ଆସିବା ଶେଷକୃତ୍ୟ ସଂପର୍ଣ୍ଣ କରାଯିବା କାର୍ଯ୍ୟକ୍ରମ ରହିଛି।
ଡ. ବାସ ଓମସା, ଆଇଏମଏ ୱାଇଏମଚିଏ ସମ୍ବଲପୁର ଜିଲା ଶାଖାର ସଭାପତି ରହିଥିଲେ।ବନ୍ଧ୍ୟା କରନ ଅସ୍ତ୍ରୋପଚାର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।ବଡ ପୁଅ ଅରୁଣ ବାସ ବିସିସିଆଇର ପ୍ୟାନେଲ ଅମ୍ପାୟାର ଅଟନ୍ତି, ସାନ ପୁଅ ଆମେରିକାରେ ଇଞ୍ଜିନିୟର ରୂପେ କାର୍ଯ୍ୟ କରୁଥିବା ବେଳେ
ବଡ ଝିଅ ଅର୍ଚନା ବାସ ଶିକ୍ଷାବିତ୍ ଅଟନ୍ତି ।