Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡ଼ି ଧକ୍କାରେ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଦିଅର ଙ୍କ ମୃତ୍ୟୁ।

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ ର 55 ନମ୍ବର ଜାତୀୟ ରାଜପଥ ବାମୁର୍ ଠାରେ ଆଜି ସକାଳେ ଗାଡି ଧକ୍କାରେ ବାମୁର ର ଜନ୍ମେଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ସେ ଘରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି।ଗାଡ଼ିଟି ମୁଣ୍ଡ ଉପରେ ଚଢ଼ିଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।ଜନ୍ମେଜୟ ହେଉଛନ୍ତି ବର୍ତ୍ତମାନର ଅନୁଗୁଳ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଦିଅର। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।