Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଦୀପ ମାଝି ଭେଟିଲେ ଆଦିବାସୀ ସଂପ୍ରଦାୟଙ୍କୁ,ବୁଝିଲେ ସମସ୍ୟା

ସମ୍ବଲପୁର: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶ ଦାତା ଶ୍ରୀ ପ୍ରଦୀପ ମାଝୀ ଙ୍କର ପଦ୍ମପୁର ଗସ୍ତ ଅବସରରେ , ପାଇକମାଲ ଠାରେ ତାଙ୍କୁ ଆଦିବାସୀ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯିବା ପରେ , ପାଇକମାଲ ପଞ୍ଚାୟତ ସମିତି ମିଟିଂ ହଲ ରେ , ଆଦିବାସୀ ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ , ସମ୍ପ୍ରଦାୟରର ବିଭିନ୍ନ ବର୍ଗର ନେତୃ ମଣ୍ଡଳୀ ଙ୍କର ସହିତ ଆଲୋଚନା ରେ ଯୋଗଦେଇ , ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଇଁ ଆହୁରି କେମିତି ଅଧିକ ପ୍ରୟାସ କରାଯାଇ ପାରିବ ସେ ବାବଦରେ ଆଲୋଚନା କରିଥିଲେ ।