Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀଳକଣ୍ଠ ପଡ଼ା ସ୍ଥିତ ବାବା ବିଶ୍ଵନାଥ ମନ୍ଦିରରେ ମହାଶିବରାତ୍ରୀ..

ଆଠମଲ୍ଲିକ୍ ବ୍ଲକ୍ ର ନୀଳକଣ୍ଠ ପଡ଼ା ସ୍ଥିତ ବାବା ବିଶ୍ଵନାଥ ମନ୍ଦିର ରେ ଜାଗର ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡନାଚ, ମ୍ୟାଜିକ୍ ସୋ, କୁନି କୁନି ଛୁଆମାନଙ୍କୁ ନେଇ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରସାଦ ସେବନ ସହ ପାନୀୟ ଜଳ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଦୂରଦୂରାନ୍ତରୁ ଲୋକମାନେ ଆସି ସନ୍ଧ୍ୟାରୁ ମନ୍ଦିର ପରିସରରେ ଉପବାସ ରହି ଜାଗର ଜାଳି ରାତ୍ର 11.30 ରେ ମହାଦ୍ଵୀପ ଉଠିବା ପର୍ଯ୍ୟନ୍ତ ନିଷ୍ଠାର ସହ ରହି ବାବା ବିଶ୍ୱନାଥ ଙ୍କ ଦର୍ଶନ କରି ଫେରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ