Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପଖଣ୍ଡରେ ନାହାନ୍ତି ମୁଖିଆ ଙ୍କ ସହ ତହସିଲଦାର..

ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ଉପଜିଲ୍ଲାପାଳ ଙ୍କ ଅନ୍ୟତ୍ର ବଦଳିକୁ ମାସେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ଉପଜିଲ୍ଲାପାଳ ନିଯୁକ୍ତି ହୋଇପାରିନାହିଁ।ସହକାରୀ ଜିଲ୍ଲାପାଳ ଙ୍କୁ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି ।ସେହିପରି ଏଠାରେ ଥିବା ତହସିଲ୍ ଦାର ଙ୍କ ଅବସର ପରେ ଖାଲି ପଡ଼ିଛି ତହସିଲ୍ ଦାର୍ ପଦବୀ।ସ୍ଥାନୀୟ ବିଡିଓ ଙ୍କୁ ଭାରପ୍ରାପ୍ତ ତହସିଲ ଦାର୍ ଦାୟିତ୍ଵ ଦିଆଯାଇଛି । ଦୀର୍ଘଦିନ ହେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦ ଖାଲି ପଡ଼ିଛି। ଏ ସବୁ ଭିତରେ ନୂତନ ସରକାର୍ ଗଠନ ହୋଇ ହୋଇଥିଲେ ମଧ୍ୟ ଆଠମଲ୍ଲିକରେ ପଦବୀ ପୂରଣ ସହ କେବେ ଗଠନ ହେବ ସ୍ଵାଭାବିକ ପରିସ୍ଥିତି ତାହା ସାଧାଣରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ