Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

OPSC ରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ରଶ୍ମିରଞ୍ଜନ ରାଉତ୍

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ।
ସେ କିଶୋରନଗର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ