ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ବୈଠକରେ ତୀବ୍ର ଅସନ୍ତୋଷ: ପ୍ରଶାସନିକ ଅବହେଳା ପ୍ରତିବାଦରେ ୧୯ ସରପଞ୍ଚଙ୍କ କକ୍ଷତ୍ୟାଗ ।
ବଲାଙ୍ଗୀର,୧୩।୫: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ...
ଟିକ୍ରାପଡ଼ା ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଜାତିସୂଚକ ଆକ୍ଷେପ ଅଭିଯୋଗ; LDA ପକ୍ଷରୁ ତୀବ୍ର ନିନ୍ଦା, ଫାଣ୍ଡି ପରିସରରେ ଉତ୍ତେଜନା ।
ବଲାଙ୍ଗୀର,୧୩।୫: ବଲାଙ୍ଗୀର ଜିଲ୍ଲା ଟିକ୍ରାପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ କୁମୁରାଙ୍କ ନାମରେ ଏକ ଗୁରୁତର ଅଭିଯୋଗ ସାମ୍ନାକୁ...
କ୍ୱାକ୍ଙ୍କ ଇଞ୍ଜେକସନ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ‘ଏନଫୋର୍ସମେଣ୍ଟ ଟିମ୍’ ଗଠନ ।
ବଲାଙ୍ଗୀର,୧୩।୫: ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ମରଣର ଖେଳ। ଜଣେ ନକଲି ଡାକ୍ତର ବା ‘କ୍ୱାକ୍’ଙ୍କ ଭୁଲ ଚିକିତ୍ସା ଯୋଗୁଁ...
ଶୋକାକୁଳ କଣ୍ଟାବାଞ୍ଜି: ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ୍ ଖାଁଙ୍କ ହୃଦଘାତରେ ପରଲୋକ, କଣ୍ଟାବାଞ୍ଜି ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।
ବଲାଙ୍ଗୀର,୧୩।୫ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ହାଜି ମହମ୍ମଦ ଆୟୁବ୍...
ସ୍ୱାସ୍ଥ୍ୟ ବିଭାଗରେ ଚାକିରି ନାଁରେ ବଡ଼ ଧରଣର ଠକେଇ: ଦେଓଗାଁ ଥାନାରେ ଏତଲା ।
ବଲାଙ୍ଗୀର,୧୨।୫: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଯୁବକମାନଙ୍କଠାରୁ ଲକ୍ଷ ଲକ୍ଷ...
ଥାନା ପରିସରରୁ ଜବତ ବାଲି ଗାଡ଼ି ‘ଗାୟବ’: ପୁଲିସ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟର ଅଭାବ, ସନ୍ଦେହ ଘେରରେ ପୁଇଁତଲା ପୁଲିସ ।
ବଲାଙ୍ଗୀର,୧୨।୫: ବେଆଇନ ବାଲି ଚାଲାଣ ରୋକିବା ପାଇଁ ପ୍ରଶାସନ ତତ୍ପରତା ଦେଖାଉଥିବା କହୁଥିବା ବେଳେ ପୁଇଁତଲା ଥାନାରେ ଜବତ ହୋଇଥିବା...
ଅକାଳରେ ଆଖି ବୁଜିଲେ ଯୁବ ଘୁଡ଼କା କଳାକାର ନନ୍ଦୁ ତାଣ୍ଡି: କଳା ଜଗତରେ ଶୋକର ଛାୟା ।
ବଲାଙ୍ଗୀର,୧୨।୫: ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ଜଗତରୁ ଶୁଭିଛି ଏକ ଦୁଃଖଦ ଖବର। ମାତ୍ର ୨୪ ବର୍ଷ ବୟସରେ...
ହାତୀପଲ ବାହାନାରେ ଅଘୋଷିତ ବିଦ୍ୟୁତ୍ କାଟ୍: ଲଗାତାର ଦ୍ୱିତୀୟ ଦିନ ପାଇଁ ଅଞ୍ଚଳବାସୀଙ୍କ ଆନ୍ଦୋଳନ ।
ବଲାଙ୍ଗୀର,୧୧।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାକୁ ନେଇ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।...
ମୁରିବାହାଲରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ: କାହା ଛତ୍ରଛାୟା ତଳେ ହୋଇଛି ‘ପ୍ରମାଣ ନଷ୍ଟ’ର ଖେଳ?
ବଲାଙ୍ଗୀର,୧୨।୫: ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ କେବଳ କାଗଜ କଲମରେ। ଏ ପର୍ଯ୍ୟନ୍ତ ହାତୀ ମୃତ୍ୟୁ ରହସ୍ୟ...
ଖବରର ପ୍ରଭାବ: ନିଦରୁ ଉଠିଲା ପ୍ରଶାସନ, ଖୋଲିଲା କଣ୍ଟାବାଞ୍ଜି ତହସିଲ ଶୌଚାଳୟର ତାଲା
ବଲାଙ୍ଗୀର,୧୧।୫: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶେଷରେ ଚେତିଛି ସ୍ଥାନୀୟ ପ୍ରଶାସନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ପରିସରରେ...
ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ଅଞ୍ଚଳରୁ ୧୭ ବର୍ଷୀୟ ନାବାଳକ ନିଖୋଜ; ପୁଅକୁ ଝୁରୁଛି ପରିବାର; ‘ଫେରିଆସ ବାବୁ’ କହି କାନ୍ଦି କାନ୍ଦି ଆକୁଳ ନିବେଦନ କଲେ ମାଆ ।
ବଲାଙ୍ଗୀର,୧୧।୫: ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ଅଞ୍ଚଳରୁ ଜଣେ ୧୭ ବର୍ଷୀୟ ନାବାଳକ ନିଖୋଜ ହେବା ଘଟଣା ଏବେ ସ୍ଥାନୀୟ...
ସଡ଼କ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା? ବଲାଙ୍ଗୀରରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ ।
ବଲାଙ୍ଗୀର,୧୧।୫: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅର୍ଜୁଣ୍ଡା ଛକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ଏବେ ନୂଆ...
