ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ଟିଟିଲାଗଡ: ବାଲ୍ଟି ଭିତରେ ନାଗ ସାପ, ଅଳ୍ପକେ ରକ୍ଷା ପାଇଲେ ଯୁବତୀ
ବଲାଙ୍ଗୀର,୨୪।୫: ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଅଞ୍ଚଳରେ ସାପ ମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଟିଟିଲାଗଡ଼...
ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ମୃତ୍ୟୁ ମାମଲା: ତଦନ୍ତ ନା ନାଟକ? ଉପରିସ୍ଥ ଅଧିକାରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ ।
ବଲାଙ୍ଗୀର,୨୩।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନ ସଂରକ୍ଷଣ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ସ୍ଥାନୀୟ ବନ...
ମୁରିବାହାଲ ରେଞ୍ଜରେ ଆଇନକୁ ‘ଦଫନ’ କରୁଛି ବନ ବିଭାଗ: ଦୁଇ ବାର୍ହା ମୃତ୍ୟୁ ମାମଲାରେ ଉଠିଲା ତଦନ୍ତ ଦାବି ।
ବଲାଙ୍ଗୀର,୨୨।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ବନ...
ଅନ୍ଧାରରେ ବଲାଙ୍ଗୀର: ବାରମ୍ବାର ବିଦ୍ୟୁତ୍ କାଟ୍ରେ ଅତିଷ୍ଠ ଜନତା; ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ
ବଲାଙ୍ଗୀର,୨୨।୫: ବଲାଙ୍ଗୀର ସହରରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରବଳ ଗରମ ଓ...
୭୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସର ଦୁଇ କର୍ମଚାରୀ
ବଲାଙ୍ଗୀର,୨୧।୫: ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବାକି ଥିବା ଦରମା କରାଇଦେବା ନାଁରେ ଲାଞ୍ଚ ନେବା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସର୍କଲର...
ଆସନ୍ତା ମେ ୨୯ରୁ ବଡ଼ ପରଦାରେ ‘ଜଙ୍ଗଲ ଜଳୁଛେ’: ଶୁଭମୁକ୍ତି ପୂର୍ବରୁ କଣ୍ଟାବାଞ୍ଜିରେ ପ୍ରେସ୍ ମିଟ୍
ବଲାଙ୍ଗୀର,୨୧।୫: ପଶ୍ଚିମ ଓଡ଼ିଶାର କଳା, ମାଟି ଓ ସଂସ୍କୃତିର ପ୍ରତିଫଳନ ବହନ କରି ଖୁବଶୀଘ୍ର ପରଦାକୁ ଆସୁଛି ନୂତନ କୋଶଲି...
ବ୍ରିଟିଶ ଅମଳରୁ ପ୍ରତିଷ୍ଠିତ କଣ୍ଟାବାଞ୍ଜି ଗଙ୍ଗାମାଇ ପୂଜାର ୫ମ ଦିନ: ଦୁଲଦୁଲି ବାଜାରେ ଦୁଲୁକିଲା ସାଂସ୍କୃତିକ ମଞ୍ଚ, କଳସ ଯାତ୍ରାର ଯୁବତୀଙ୍କୁ ସମ୍ମାନ
ବଲାଙ୍ଗିର,୨୧।୫: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଐତିହାସିକ ତଥା ପାରମ୍ପରିକ ଗଙ୍ଗାମାଇ ପୂଜା ମହୋତ୍ସବ ଏବେ ଶ୍ରଦ୍ଧା ଓ ଉତ୍ସାହର...
ଟ୍ରାକ୍ଟର ଚାପାରେ ଚାଲିଗଲା ଜୀବନ; ଭୟରେ ଫେରାର ମାରି ଶେଷରେ ଥାନାରେ ଆତ୍ମସମର୍ପଣ କଲେ ଚାଳକ ।
ବଲାଙ୍ଗୀର,୨୦।୫: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଡ଼ାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ଧ ଉନ୍ନତୀକରଣ କାର୍ଯ୍ୟ...
ବଲାଙ୍ଗୀର: ହୋଟେଲରୁ ଗ୍ରାହକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା? ତଦନ୍ତ ଜାରି ।
ବଲାଙ୍ଗୀର,୨୧।୫: ବଲାଙ୍ଗୀର ସହରର ଏକ ପ୍ରତିଷ୍ଠିତ ହୋଟେଲରୁ ଜଣେ ଗ୍ରାହକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ...
ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଫସରଫାଟ୍: ପୁଣି ବାର୍ହା ମୃତ୍ୟୁ; ଫରେଷ୍ଟରଙ୍କ ‘ଗାଡ଼ି ଧକ୍କା’ ବାହାନା, ଡିଏଫ୍ଓଙ୍କ ଅଜବ ଯୁକ୍ତି !
ବଲାଙ୍ଗୀର,୨୦।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ହାତୀ ମୃତ୍ୟୁ...
ତିଖାରୀ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁ କାଠଗଣ୍ଡି ଜବତ୍: ବନ ବିଭାଗର ଚଢ଼ାଉ, ଚୋରା ମାଫିଆ ଫେରାର୍ ।
ବଲାଙ୍ଗୀର,୧୮।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି। ତିଖାରୀ ସଂରକ୍ଷିତ ଜଙ୍ଗଲରୁ ଚୋରା...
ମୁରିବାହାଲରେ ଦିନ ଦ୍ଵିପ୍ରହରରେ ସିନ୍ଧି ଚୋରି ଉଦ୍ୟମ ପଣ୍ଡ: ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ ।
ବଲାଙ୍ଗୀର,୧୭।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ଼ଧରଣର ଚୋରି ଉଦ୍ୟମ ପଣ୍ଡ ହୋଇଯାଇଛି।...
