Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ତରଣୀସେନ ମେହେର

ଜିଲ୍ଲା ପ୍ରତିନିଧି ବଲାଙ୍ଗୀର

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ: ଆଗଲପୁର ବ୍ଲକ ଡୁଡୁକା ଗ୍ରାମରେ ଶୋକର ଛାୟା ।

ବଲାଙ୍ଗୀର,୧୭।୫: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ରେ ୧୧ କେଭି ବିଦ୍ୟୁତ୍ ଲାଇନ ସଜାଡୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି...

ସାବିତ୍ରୀ ବ୍ରତ ଦିନ ଅଭିଶପ୍ତ ସାଜିଲା ସଂସାର: ବଲାଙ୍ଗୀରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ବଲାଙ୍ଗୀର,୧୬।୫: ସାରା ରାଜ୍ୟରେ ଯେତେବେଳେ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି,...

ପୁଇଁନ୍ତଲା ପୋଲିସର ‘ଚାଉଳ ଚକ୍ରବ୍ୟୁହ’; କାର୍ଯ୍ୟାନୁଷ୍ଠାନ ନା ଅଭିଯୁକ୍ତଙ୍କୁ ସୁରକ୍ଷ ?

ବଲାଙ୍ଗୀର,୧୬।୫: ଆଇନ୍ ରକ୍ଷକ ଯେତେବେଳେ ପ୍ରଶ୍ନ ଘେରକୁ ଆସେ, ସେତେବେଳେ ସାଧାରଣ ଜନତାଙ୍କ ଭରସା ତୁଟିଯାଏ। ବଲାଙ୍ଗୀର ଜିଲ୍ଲା ପୁଇଁତଳା...

ବଲାଙ୍ଗୀରରେ ପ୍ରଶାସନର ମିଡନାଇଟ୍ ଅପରେସନ: ଥରିଲେ ବାଲି ମାଫିଆ, ଜବତ ହେଲା ୯ ହାଇୱା ଓ ୨ ଜେସିବି ।

ବଲାଙ୍ଗୀର,୧୬।୫: ବଲାଙ୍ଗୀର ଜିଲ୍ଲାରେ ବେଆଇନ ବାଲି କାରବାର ଓ ମାଫିଆଙ୍କ ଦୌରାତ୍ମ୍ୟ ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ...

ଏକାଠି ହେଉ କୋର୍ଟ ଓ କଲେକ୍ଟରେଟ୍‌: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଲୋକସେବା ମଞ୍ଚ କଣ୍ଟାବାଞ୍ଜି ।

ବଲାଙ୍ଗୀର, ୧୫।୫: ବଲାଙ୍ଗୀର ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (କଲେକ୍ଟରେଟ୍‌) ଏବଂ ସିଭିଲ୍ କୋର୍ଟକୁ ଗୋଟିଏ ପରିସର ମଧ୍ୟରେ ନିର୍ମାଣ...

ଅଫିସ୍‌ରେ ବସି ନିର୍ବାହୀ ଯନ୍ତ୍ରୀଙ୍କ ‘ଅଲ୍ ଇଜ୍ ୱେଲ୍’: ବାସ୍ତବରେ ଦୁର୍ନୀତିର ଆଖଡ଼ାଶାଳ ପାଲଟିଛି ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ !

ବଲାଙ୍ଗୀର,୧୫।୫: ସରକାରୀ ଯୋଜନାର ଅର୍ଥକୁ କିଭଳି ଭାବେ ନିର୍ମମ ଭାବେ ଲୁଟ୍ କରାଯାଏ, ତାହାର ଏକ ନଗ୍ନ ଚିତ୍ର ବଲାଙ୍ଗୀର...

ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

ବଲାଙ୍ଗୀର,୧୫।୫: କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ହାଜି ମହମ୍ମଦ ଆୟୁବ ଖାଁଙ୍କ ବିୟୋଗରେ ସ୍ଥାନୀୟ ପ୍ରେସ...

କୂଅରୁ ବରାତି ଯୁବକଙ୍କ ମୃତଦେହ ଉଦ୍ଧାର; କଣ୍ଟାବାଞ୍ଜି ପୋଲିସର ତଦନ୍ତ ଜାରୀ ।

ବଲାଙ୍ଗୀର,୧୫।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ମାଝୀ ପଡ଼ାସ୍ଥିତ...

ସଂଗଠିତ ଅପରାଧୀଙ୍କୁ ପୋଲିସର ଚେତାବନୀ; ବଲାଙ୍ଗିରରେ ଲାଗୁ ହେଲା ବିଏନ୍‌ଏସ୍‌ର କଠୋର ଧାରା, ୧୧୯ ଗିରଫ ।

ବଲାଙ୍ଗିର,୧୫।୫: ବଲାଙ୍ଗିର ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ଏବେ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ସଂଗଠିତ...

ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଗର ୪ କୋଟିର ରାସ୍ତା କାମରେ ମହା ଦୁର୍ନୀତି: ପୁରୁଣା ପୋଲରେ ସିମେଣ୍ଟ ପ୍ରଲେପ, ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଠିକାଦାର ପାଇଁ ଓକିଲାତି କରୁଛନ୍ତି ନିର୍ବାହୀ ଯନ୍ତ୍ରୀ ।

ବଲାଙ୍ଗୀର,୧୪।୫: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଏବଂ ବିଭାଗୀୟ ଅବହେଳାର ଏକ ନଗ୍ନ ଚିତ୍ର ବଲାଙ୍ଗୀର...

ତୁଷୁରା ଓପିଟିସିଏଲ୍ ଗ୍ରୀଡ୍‌ରେ ଭୟାବହ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ଛାରଖାର

ବଲାଙ୍ଗିର,୧୪।୫: ବଲାଙ୍ଗିର ଜିଲ୍ଲା ତୁଷୁରା ସ୍ଥିତ ଓପିଟିସିଏଲ୍ (OPTCL) ଗ୍ରୀଡ୍ ପରିସରରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ...

ପୁଇଁନ୍ତଲା ଥାନା ପରିସରରୁ ରାତି ଅଧିଆ ବାଲି ବୋଝେଇ ଟ୍ରକ୍ ଗାଏବ୍ ଘଟଣା; ବାଲି ମାଫିଆଙ୍କ ଆଗରେ ଆଣ୍ଠେଇଲା କି ପୋଲିସ ?

ବଲାଙ୍ଗୀର,୧୩।୫: ରକ୍ଷକ ଯେତେବେଳେ ଭକ୍ଷକ ସାଜେ, ସେତେବେଳେ ଆଇନର ଶାସନ କେବଳ ପ୍ରହସନରେ ପରିଣତ ହୁଏ। ବଲାଙ୍ଗୀର ଜିଲ୍ଲା ପୁଇଁତଳା...