ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ବଲାଙ୍ଗୀରରେ କାଳବୈଶାଖୀ ପ୍ରଭାବ: ଏସବିଆଇ ଏଟିଏମ୍ ସମ୍ମୁଖରେ ଗଛ ପଡ଼ି ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ
ବଲାଙ୍ଗୀର,୨୭।୫: ବଲାଙ୍ଗୀର ସହରରେ ଆଜି କାଳବୈଶାଖୀ ନିଜର ପ୍ରକୋପ ଦେଖାଇଛି। ବିଶେଷ କରି ତୁଳସୀନଗର ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ଥିବା...
ମାତୃଭୂମିରେ ସ୍ୱର୍ଣ୍ଣକନ୍ୟା ପାୟଲ୍: ଗୁଡିଘାଟ ଛକରେ ଐତିହାସିକ ସ୍ୱାଗତ, ଶୁଭେଚ୍ଛାର ସୁଅ
ବଲାଙ୍ଗୀର,୨୭।୫: ବିଶ୍ୱ ମଞ୍ଚରେ ଭାରତର ଗୌରବ ବଢ଼ାଇବା ପରେ ଆଜି ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ବଲାଙ୍ଗୀରର ଗର୍ବ ପାୟଲ୍...
ରାସ୍ତା ନାହିଁ ତ ଜୀବନ ନାହିଁ: ଖପ୍ରାଖୋଲରେ ପ୍ରଶାସନିକ ଅବହେଳାର କରୁଣ ପରିଣତି, ଚାଲିଗଲା ନବଜାତକର ପ୍ରାଣ
ବଲାଙ୍ଗୀର,୨୭।୫: ଆଜିର ଡିଜିଟାଲ୍ ଯୁଗରେ ବିକାଶର ନାରା ଦିଆଯାଉଥିବା ବେଳେ, ବଲାଙ୍ଗିର ଜିଲ୍ଲା ଉପାନ୍ତ ଖପ୍ରାଖୋଲ ବ୍ଲକରୁ ଆସିଛି ଏକ...
ବଲାଙ୍ଗୀରରେ ସିନ୍ଧେକେଲାରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ: ଜଣେ ଗିରଫ, ତଦନ୍ତ କରୁଛନ୍ତି ଏସପି ।
ବଲାଙ୍ଗୀର,୨୭।୫: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଅପହରଣ...
ଚାନୁଟମାଲ୍ ଦନ୍ତାହାତୀ ମୃତ୍ୟୁ ମାମଲା: କାଠଗଡ଼ାରେ ଡିଏଫ୍ଓ ତଥା ବନ୍ୟଜନ୍ତୁ ୱାର୍ଡେନଙ୍କ ‘ନୀରବ ସଲାସୁତୁରା’ ! ଦାୟିତ୍ୱ ଠେଲିବା ନୀତି କ’ଣ ପଦବୀ ପ୍ରତି ବିଶ୍ୱାସଘାତକତା ନୁହେଁ?
ବଲାଙ୍ଗୀର,୨୭।୫: ବଲାଙ୍ଗୀର ବନଖଣ୍ଡ ମୁରିବାହାଲ ରେଞ୍ଜ ଗୁଡିଘାଟ ଫରେଷ୍ଟ ସେକ୍ସନ୍ ଚାନୁଟମାଲ୍ ଗାଁରେ ବିଦ୍ୟୁତ୍ ଆଘାତରେ ଏକ ଅସହାୟ ଦନ୍ତାହାତୀର...
ବଲାଙ୍ଗିରରେ ପ୍ରସ୍ତାବିତ ଇଞ୍ଜିନିୟରିଂ କଲେଜ ପାଇଁ କ୍ଷେତ୍ର ପରିଦର୍ଶନ; ଭିତ୍ତିଭୂମିର ସମୀକ୍ଷା କଲେ ବଲାଙ୍ଗୀର ଜିଲ୍ଲାପାଳ
ବଲାଙ୍ଗିର,୨୬।୫: ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ତଥା ପ୍ରସ୍ତାବିତ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନ ପ୍ରକ୍ରିୟା ଏବେ ଗତିଶୀଳ...
ଚାନୁଟମାଲ୍ ଦନ୍ତା ହାତୀ ମୃତ୍ୟୁ ମାମଲା : ରେଞ୍ଜରଙ୍କୁ କାହିଁକି ‘କ୍ଲିନ୍ ଚିଟ୍’? ତଦନ୍ତକାରୀ ଅଧିକାରୀଙ୍କ ନୀରବତା ପଛର ରହସ୍ୟ କଣ?
ବଲାଙ୍ଗୀର,୨୬।୫: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ କ’ଣ କେବଳ ଛୋଟ କର୍ମଚାରୀଙ୍କୁ ଦଣ୍ଡ ଦେବା ପାଇଁ? ଗୁଡିଘାଟ ଫରେଷ୍ଟ...
କାଜୁ ବଗିଚାରେ ଦନ୍ତା ମୃତ୍ୟୁ ମାମଲା: ଫସିଲେ ଫରେଷ୍ଟର, ଖସିଲେ ରେଞ୍ଜର ! ତଦନ୍ତର ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ?
ବଲାଙ୍ଗୀର,୨୫।୫: ବନ୍ୟଜନ୍ତୁ ସୁରକ୍ଷା ଓ ପ୍ରଶାସନିକ ଦାୟିତ୍ୱବୋଧ କେବଳ କ୍ଷୁଦ୍ର କର୍ମଚାରୀଙ୍କ ପାଇଁ ସୀମିତ କି? ଗୁଡିଘାଟ ଫରେଷ୍ଟ ସେକ୍ସନ...
ଶ୍ରୀମୟୀ ମିଶ୍ରଙ୍କର ଫେସବୁକ୍ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଇଚଇ
ବଲାଙ୍ଗୀର,୨୪।୫: ଓଡ଼ିଶା ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାର ସଙ୍କେତ ମିଳିଛି। ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ...
ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା: ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ ଦାଦନ ମହିଳା, ଗାଁରେ ପହଞ୍ଚିଲା ଶବ
ବଲାଙ୍ଗୀର,୨୪।୫: ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ନାଲଗୁଣ୍ଡା ଅଞ୍ଚଳକୁ ରୋଜଗାର...
ବିନା ସୂଚନା ଫଳକରେ ଚାଲିଛି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାସ୍ତା କାମ ! ତଥ୍ୟ ମାଗିଲେ ସାମ୍ବାଦିକଙ୍କୁ ତଥ୍ୟ ବଦଳରେ ମିଳୁଛି ଯନ୍ତ୍ରୀଙ୍କ ଧମକ ।
ବଲାଙ୍ଗୀର,୨୪:୫: ରାଜ୍ୟ ସରକାର ସ୍ୱଚ୍ଛତା ଓ ସୁଶାସନର ଡିଣ୍ଡିମ ପିଟୁଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ...
ଚାନୁଟମାଲ୍ ହାତୀ ମୃତ୍ୟୁ ମାମଲା ! ପ୍ରଥମେ ୪ ଏବେ ୩ , ଚାର୍ଜସିଟ୍ରୁ କେମିତି ହଟିଲା ବିଦ୍ୟୁତ୍ ବିଭାଗ ଏସ୍.ଡି.ଓ.ଙ୍କ ନାଁ ? କେଉଁ ସ୍ୱାର୍ଥରେ ବାଲିଆ ଛାଡ଼ି କେରାଣ୍ଡି ଧରିଛି ବନ ବିଭାଗ ?
ବଲାଙ୍ଗୀର,୨୪।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଡିଘାଟ ସେକ୍ସନ୍ ଗତ ଏପ୍ରିଲ୍ ୩୦ ତାରିଖରେ ଚାନୁଟମାଲ୍ ଗାଁରେ ଘଟିଥିବା ଦନ୍ତା...
