ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ଭୋଜପୁର କଲେଜରେ ଅଭିଭାବକ ଓ ଅବିଭାବିକା ଙ୍କୁ ନେଇ ଏପାର ଆଇଡି ସଚେତନତା କାର୍ଯ୍ୟକ୍ରମ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ବିଛାଲାଲ ରାମ ଚନ୍ଦ୍ର ଗୁପ୍ତା ମହାବିଦ୍ୟାଳୟରେ ଅଭିଭାବକ, ଅବିଭାବିକା, ଛାତ୍ରୀ...
ଜମନକିରା ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ...
କଂକ୍ରିଟ କରଣ ରାସ୍ତାରେ ଅନିୟମିତତା, ଅଭିଯୋଗ ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡମାଳ ପଂଚାୟତ ସଦର ମହକୁମାରେ ହେଉଥିବା ୧୦ ଲକ୍ଷ ଟଙ୍କା ବ୍ୟୟ...
ଇସି ମେମ୍ବର ଙ୍କୁ ପୁନଃ ଥଇଥାନ କରିବା ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ
ଜମନକିରା : ଜମନକିରା ବ୍ଲକ ଅଧିନସ୍ଥ ୨୧ ପଞ୍ଚାୟତ ମଧ୍ୟରୁ କେବଳ ୫ ଟି ପଞ୍ଚାୟତର ଇସି ମେମ୍ବର ପରିବର୍ତ୍ତନ...
ଜମନକିରା ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ଫୋକ୍ ଡ୍ୟାନସ ପ୍ରତିଯୋଗିତା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଜମନକିରା ପଂଚାୟତ ହାଇସ୍କୁଲରେ ଆଜି ବ୍ଲକ ସ୍ତରୀୟ ୭ଟି ହାଇସ୍କୁଲର...
ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଡ଼ା.ଶରତ ଚନ୍ଦ୍ର ଦେହୁରୀଙ୍କ...
କାର୍ଯ୍ୟାଳୟରେ ବ୍ଲକ ଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ; କାର୍ଯ୍ୟ ନହୋଇ ନିରାଶାରେ ଫେରିଗଲେ ହିତାଧିକାରୀ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଦୀର୍ଘ ୯ ବର୍ଷରୁ ଅଧିକ ସମୟ ହେବ ଅବସ୍ଥାପିତ ଥିବା ବ୍ଲକ...
ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ
ଜମନକିରା : ଜମନକିରା ବ୍ଲକ ଭୋଜପୁର ରେଙ୍ଗଲବେଡା କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ...
କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ, ଚାଲକ ଫେରାର
ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଜମନକିରା ରେଞ୍ଜ ସରଡ଼ା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା...
ଧୁମଧାମରେ ପାଳନ ହେଲା ଜମନକିରା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଆଦର୍ଶ ବିଦ୍ୟାଳୟରେ ଆଜି ଅଧ୍ୟକ୍ଷ କେ. ସି. ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ...
ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯକ୍ରମ
ଜମନକିରା : ଆଜି ଶୁକ୍ରବାର ଦିନ ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ MGNREG ଯୋଜନାର ବ୍ଲକ ସ୍ତରୀୟ ଜନ...
ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ସାମୟିକ ଧାରଣା ପ୍ରତ୍ୟାହୃତ
ଜମନକିରା : ଜମନକିରା ବ୍ଲକ ଜିଆଇଏ ଖସଡ଼ା ପ୍ରସ୍ତୁତିରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସମିତି ସଭ୍ୟସଭ୍ୟାଙ୍କ ଅନିର୍ଦ୍ଧିଷ୍ଟ କାଳ...
