Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରବୀନ୍ଦ୍ର ପ୍ରସାଦ ଦାନୀ

ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର

ଜମନକିରାରେ ଶ୍ରୀଶ୍ରୀଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ପୂଜା ଓ ଭାଗବତ ପଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜମନକିରା : ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତି ଜ୍ୟୋତି ଆଶ୍ରମ ମାହାଙ୍ଗା (କଟକ)...

ଏକଲବ୍ୟ ବିଦ୍ୟାଳୟରେ ପୁରସ୍କାର ବିତରଣ ସଭା, ମାତୃଭାଷାକୁ ସର୍ବାଗ୍ରେ ରଖିବା ଓ ଲକ୍ଷକୁ ଆଜିଠୁ ସ୍ଥିର କରାଯିବାକୁ ଅତିଥିଙ୍କ ଆହ୍ୱାନ

ଜମନକିରା : ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜିତ ଓଡ଼ିଶା ଭାଷା ଜ୍ଞାନ,ପ୍ରବନ୍ଧ ସହ ଅନ୍ୟାନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ...

କୋଆଗୋଲା ସରକାରୀ ବିଦ୍ୟାଳୟ: ଜରାଜୀର୍ଣ୍ଣ ଗୃହରେ ୧୫୫ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପନ୍ନ, ମାସକ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ତଥା ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ, ତୃଣମୂଳ...

ଜମନକିରା ବ୍ଲକର ସମସ୍ତ ୧୭୪ଟି ବିଦ୍ୟାଳୟରେ ଧୂମଧାମରେ ପାଳିତ ହେଲା ଗୁରୁ ଦିବସ: ଭୋଜପୁର ଏସଏସଡି ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସମସ୍ତ ୧୭୪ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ...

ଜମନକିରା ବ୍ଲକ କଂଗ୍ରେସ ସାଧାରଣ ବୈଠକର ଗର୍ଜନ: ବିଜେପି ସରକାର ଓ ପ୍ରଶାସନର ଦୁର୍ନୀତି ବିରୋଧରେ ହେବ ଜୋରଦାର ଆନ୍ଦୋଳନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଅର୍ଜୁନପାଲି ସ୍ଥିତ ମଣ୍ଡପ ଠାରେ ଜମନକିରା ବ୍ଲକ କଂଗ୍ରେସ କମିଟିର...

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ, ପ୍ରତିଷ୍ଠା ଦିବସ ଓ ବିଦ୍ୟାରମ୍ଭ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ...

ଜମନକିରା ବ୍ଲକ ଗୁଲଜିପାଲି ପ୍ରାଥମିକ ବିଦ୍ୟାଳୟର ଦୁର୍ଦ୍ଦଶା: ଅନୁଦାନ ସତ୍ତ୍ୱେ ଅର୍ଦ୍ଧନିର୍ମିତ କୋଠରୀ, ତଦାରଖ କରି ସମାଧାନ କରାଯିବ କହିଲେ ବିଡିଓ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାସିମାଲ ପଞ୍ଚାୟତର ଗୁଲଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜି ଚରମ...

ସମ୍ବଲପୁର ଜିଲ୍ଲା ଫାଶିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଧିନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ବ୍ୟାପକ ପଦବୀ ଖାଲି: ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଜମନକିରା : ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି...

ଜମନକିରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ: ବଡ଼ରମା, କୁଲୁଣ୍ଡି ଓ ଖର୍ସାନମାଲରେ ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷ କରି...

ସ୍ୱୟଂ ସରପଞ୍ଚଙ୍କ ଗାଁରେ ‘କାଦୁଅର ରାଜୁତି’: ବିଡିଓଙ୍କ ଦ୍ୱାରସ୍ଥ ହେଲେ ପାଟବନ୍ଧା ଗ୍ରାମବାସୀ

ଜମନକିରା : ଜମନକିରା ବ୍ଲକ୍ ସଦର ମହକୁମା ପଞ୍ଚାୟତ ସ୍ଥିତ ପାଟବନ୍ଧା ଗ୍ରାମବାସୀଙ୍କ ଦୀର୍ଘ ଦିନର ରାସ୍ତା ସମସ୍ୟା ଆଜି...

ଦୁଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ପିଏଫ୍ ମହାଦୁର୍ନୀତି: କିରାଣୀ ଫେରାର, ଉଭୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସିଡିଏମ୍ଓଙ୍କ ଘନ ଘନ ଜେରା

ଜମନକିରା : ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ହଡ଼ପକୁ ନେଇ ଏକ ବଡ଼ ଧରଣର...

ଅସହାୟ ବୃଦ୍ଧା, ପାଞ୍ଚ ନାତି ନାତୁଣୀଙ୍କ ଭାର: ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛି ପୁକୁଡା ଗ୍ରାମର କାହାଣୀ

ଜମନକିରା: ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି...