ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ହାତୀ ଆକ୍ରମଣରେ ମହିଳା ମୃତ: କୁଚିଣ୍ଡା ଅଞ୍ଚଳରେ ଆତଙ୍କ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲଙ୍କ ଉପଦ୍ରବ ଥମିବାର...
ଜମନକିରା ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ରେ ପିଟିହେଲା ପିକଅପ୍: ଚାଳକ ଗୁରୁତର, ବୁର୍ଲା ସ୍ଥାନାନ୍ତର
ଜମନକିରା: ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲିସ୍ଥିତ ମହାମାୟୀ ମନ୍ଦିର ନିକଟସ୍ଥ ବ୍ରିଜ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ...
ଜମନକିରାରେ କଂଗ୍ରେସ ର ‘ଓଡ଼ିଶା ବନ୍ଦ’ ସମ୍ପୂର୍ଣ୍ଣ ସଫଳ: ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଠପ୍
ଜମନକିରା : ସାମ୍ବିଧାନିକ ଗଣତନ୍ତ୍ରର ସୁରକ୍ଷା ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଜମନକିରା ବ୍ଲକ...
କୁଚିଣ୍ଡା ମହିଳା କନିଷ୍ଠ ମହାବିଦ୍ୟାଳୟରେ ‘ଜାତୀୟ ବନ୍ୟପ୍ରାଣୀ ସପ୍ତାହ’ ପାଳିତ ପରିବେଶ ସୁରକ୍ଷା ପାଇଁ ଛାତ୍ରୀଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ: ଜନ୍ମଦିନରେ ଚାରା ରୋପଣ କରି ବଞ୍ଚାଇବାକୁ ଶପଥ
ଜମନକିରା : ସ୍ଥାନୀୟ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ଦିବସବ୍ୟାପୀ ସଚେତନତା ସମାରୋହ...
ଜମନକିରା ବ୍ଲକରେ ଧାନ ଫସଲ ପରିଦର୍ଶନ କଲେ କୃଷି ବିଶେଷଜ୍ଞ: ରୋଗପୋକ ନିୟନ୍ତ୍ରଣ ପାଇଁ ପରାମର୍ଶ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଧାନ ଫସଲରେ ରୋଗପୋକ ସଂକ୍ରମଣ ଦେଖାଦେବା ପରେ...
ଅମଳ ବେଳକୁ ଅମଡ଼ା ମାଡ଼ିଲା ଚକଡ଼ା ଓ ପତ୍ରପୋଡ଼ା: ଜମନକିରାରେ ୧୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନ ଚାଷ ବିପନ୍ନ
ଜମନକିରା: ସାରର ଉତ୍କଟ ସଙ୍କଟ, କଳାବଜାରୀ ଆଉ ପ୍ରକୃତିର ଲୁଚକାଳି ଖେଳ ଭିତରେ ରକ୍ତପାଣି କରି ଫସଲ ଛିଡ଼ା କରିଥିଲେ...
ଖଇରଡିହି ଗ୍ରାମର ବିଶିଷ୍ଟ ସାହିତ୍ୟିକ ନଗେନ୍ଦ୍ର କୁମାର ନାୟକଙ୍କ ପରଲୋକ
ଜମନକିରା : ଖଇରଡିହି ଗ୍ରାମର ବିଶିଷ୍ଟ ସାହିତ୍ୟିକ ତଥା କୃଷିଜୀବୀ ନଗେନ୍ଦ୍ର କୁମାର ନାୟକଙ୍କର ୮୨ ବର୍ଷ ବୟସରେ ପରଲୋକ...
ଗରିଆବାହାଲରେ ପାରମ୍ପରିକ କରମ୍ ସାନି ପୂଜା ଉଦ୍ଯାପିତଗ୍ରାମର କଲ୍ୟାଣ ଓ ସୁଖ-ସମୃଦ୍ଧି କାମନା କରି ମା’ଙ୍କ ଆରାଧନା
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମରେ ଲୋକସଂସ୍କୃତି ତଥା ଆସ୍ଥାର ପ୍ରତୀକ ମା’ କରମ୍ ସାନିଙ୍କ ପାରମ୍ପରିକ...
ପର୍ଶୁରାମ ଗୌନ୍ତିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ’ ପାଳିତ: ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ସମ୍ମାନିତ
ଜମନକିରା : ସେବା ମାସ ପାଳନ ଉପଲକ୍ଷେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଜରାବଗାସ୍ଥିତ ପର୍ଶୁରାମ ଗୌନ୍ତିଆ ଉଚ୍ଚ...
ମୁଣ୍ଡ ଉପରେ ମରଣଯନ୍ତା: ଜମନକିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପର୍ଯ୍ୟସ୍ତ, ପାଲ ତଳେ ସରକାରୀ ବହି-ଦସ୍ତାବିଜ; ଜମି ଚିହ୍ନଟ ପରେ ନୂତନ ଗୃହ ନିର୍ମାଣ ହେବ ବୋଲି କହିଲେ ଡିଇଓ
ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପରେଖ ବଦଳାଇବା ଓ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ କୋଟି କୋଟି...
ରେଙ୍ଗାଲିରେ ପ୍ରଥମ ଥର ପାଇଁ ଭବ୍ୟ ‘ନୂଆଁଖାଇ ଜୁହାର ଭେଟ୍-୨୦୨୬’ ଅନୁଷ୍ଠିତ: ସମ୍ବଲପୁରୀ କଳା, ସଂସ୍କୃତି ଓ ହାସ୍ୟରସରେ ଝୁମିଲେ ହଜାର ହଜାର ଦର୍ଶକ
ଜମନକିରା : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲିର ମଙ୍ଗଳବାର ବଜାର ପ୍ରାଙ୍ଗଣସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଥମ ଥର ପାଇଁ ମହାସମାରୋହରେ...
କୁଚିଣ୍ଡା ଆଇଟିଡିଏରେ ‘ବାଘ ନଥିଲେ ମିରିଗ ନାଟ’: ୬ ମାସ ହେଲା ପିଏ ପଦବୀ ଫାଙ୍କା, ଯନ୍ତ୍ରୀ-ଠିକାଦାରଙ୍କ ରାଜୁତିରେ ଚାଲିଛି ମହାଦୁର୍ନୀତିବଞ୍ଜାରୀ ସ୍କୁଲରେ ବଙ୍କା କଲମ୍, ବଡ଼ମାଲ୍ ଯାମୁମାଲ ସେବାଶ୍ରମ ସ୍କୁଲରେ ମାତ୍ର ୭.୮ ଇଞ୍ଚର ଖୁଣ୍ଟ: ୫ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟରେ ଏବେ ‘ବାଘ ନଥିଲେ ମିରିଗ...
