ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ଅଫିସ୍ପଡ଼ାରେ ‘ଦୀପ ତଳ ଅନ୍ଧାର’: କଦଳୀମୁଣ୍ଡା-ମାଲିପଡ଼ା ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ, ୧୫୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତପ୍ରାଣୀ ଚିକିତ୍ସାଳୟରୁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସବୁଠି ଯିବାକୁ କାଦୁଅରେ ଚାଲିବା ବାଧ୍ୟତାମୂଳକ; ମରାମତି ନହେଲେ ଧାରଣା ଚେତାବନୀ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଅନ୍ତର୍ଗତ କଦଳୀମୁଣ୍ଡା-ମାଲିପଡ଼ା ରାସ୍ତା ଦୀର୍ଘ ଦିନ ଧରି ମରାମତି ଅଭାବରୁ ଚରମ...
ଜମନକିରା ବ୍ଲକରେ ଚାଷୀ ପଞ୍ଜୀକରଣ ସମସ୍ୟା: ୩୧ ଅଗଷ୍ଟ ସୁଦ୍ଧା ସରିବା ଅସମ୍ଭବ, ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ତାରିଖ ବୃଦ୍ଧି ପାଇଁ ଚାଷୀଙ୍କ ଦାବି
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧୀନରେ ଥିବା ବିଭିନ୍ନ ଲ୍ୟାମ୍ପସରେ ଖରିଫ ଧାନ ବିକ୍ରୟ ପାଇଁ ଚାଲିଥିବା...
କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ...
ଜମନକିରା: ମରାମତି ନାଁରେ ନିମ୍ନମାନର କାମ, ବର୍ଷା ପାଣିରେ ଭିଜୁଛି ପିଲାଙ୍କ ଭବିଷ୍ୟତ; ସର୍ବେଜାଲ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରି ଧାରଣା
ଜମନକିରା : ସ୍କୁଲ ରୂପାନ୍ତରଣ ଓ ମରାମତି ନାଁରେ ସରକାରୀ ଅର୍ଥର ବାଟମାରଣା ଏବଂ ପ୍ରଶାସନିକ ଉଦାସୀନତାର ଏକ ଚିନ୍ତାଜନକ...
ସ୍କୁଲ ନା ଗୋଦାମ ଘର: କସଡ଼ା ବିଦ୍ୟାଳୟରେ ଶ୍ରେଣୀ କୋଠରି ଅଭାବରୁ ପ୍ରାୟ ୧୮୩ ଜଣ ଛାତ୍ରଛାତ୍ରୀ ଅନ୍ତେହୀନ ଅସୁବିଧାରେ, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କସଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏବେ ଶ୍ରେଣୀ କୋଠରିର...
ମରାମତି ନାଁରେ ବିଭ୍ରାଟ: ଖରାପ ରାସ୍ତାରେ ମୁରୁମ୍ ପକାଇ ସ୍ଥିତି କଲେ ଆହୁରି ସଙ୍ଗିନ୍, କାଦୁଅରେ ଖସୁଛି ଗାଡ଼ି, ପଡ଼ି ହାବୁଡ଼ି ହେଉଛନ୍ତି ଲୋକେ
ଜମନକିରା : ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା...
ଘୁଷୁରାଗୁଡ଼ାରୁ ଢାଲେନ୍ ରାସ୍ତା ଅବସ୍ଥା ବେହାଲ: ଯାତାୟାତରେ ନାହିଁ ନଥିବା ଦୁର୍ଦ୍ଦଶା, ପାଗ ଶୁଖିଲା ହେଲେ ମରାମତି ପ୍ରତିଶ୍ରୁତି ଦେଲେ ସରପଞ୍ଚ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ପଞ୍ଚାୟତର ଘୁଷୁରାଗୁଡ଼ା ଗ୍ରାମରୁ ଢାଲେନ୍ ଗାଁକୁ ସଂଯୋଗ କରୁଥିବା...
ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ କୋଠରୀରେ ଭବିଷ୍ୟତ: ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ପିଲେ ବାରଣ୍ଡାରେ ବସି କି ଚାଲିଛି ପାଠପଢ଼ା
ଜମନକିରା : ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ...
ବାମଣ୍ଡ ଷ୍ଟେଟ୍ ସଂଗ୍ରାଳୟ ନିମନ୍ତେ ଦେବଗଡ଼ ଜିଲ୍ଲା ବିକାଶ ଭବନରେ ପ୍ରସ୍ତୁତି ବୈଠକ
ଜମନକିରା : ପ୍ରସ୍ତାବିତ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ଏକ ଆଲୋଚନା ସଭା ଆଜି ବୁଧବାର ଦିନ ଜ଼ିଲ୍ଲାପାଳଙ୍କ ବିକାଶ ସମିଳନୀ...
କୁଚିଣ୍ଡା-ଭୋଜପୁର ଏନଏଚ ୨୦୦ ରେ ‘ମରଣଯନ୍ତା’ ସାଜିଛି ହମ୍ପସ୍: ତବଲାକଟା ଗ୍ରାମ ଓ ଅବ୍ୟବହୃତ ଟୋଲ୍ଗେଟ୍ରେ ବେଆଇନ ସ୍ପିଡ୍ ବ୍ରେକର୍, ପ୍ରତିଦିନ ଘଟୁଛି ଦୁର୍ଘଟଣା
ଜମନକିରା : ଜାତୀୟ ରାଜପଥ ଉପରେ ହମ୍ପସ୍ ବା ସ୍ପିଡ୍ ବ୍ରେକର୍ ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା...
ପ୍ରଶାସନିକ ଉଦାସୀନତା: ୨ ଜଣ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ ଓ ୧୦୦ ପିଲାଙ୍କ ହଷ୍ଟେଲ ଭାର; ନେତା-ମନ୍ତ୍ରୀଙ୍କୁ ଜଣାଇ ମଧ୍ୟ ଫଳ ଶୂନ
ଜମନକିରା : ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗ୍ଦର୍ଶନ ଦେଉଛନ୍ତି, ଅନ୍ୟପଟେ ଗ୍ରାଉଣ୍ଡ...
ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ, ନା ଅଛି ପିଇବାକୁ ପାଣି ନା ବସିବାକୁ ଜାଗା: ଅତଡ଼ା ଖସୁଥିବା ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରଛାତ୍ରୀ
ଜମନକିରା : ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ...
