Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସନତ କୁମାର ପ୍ରାଧନୀ

ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୫୦ “ସେଞ୍ଚୁରିଆନ ସାଥୀ”ଙ୍କୁ ସମ୍ମାନିତ ।

କଳାହାଣ୍ଡି,୧୫/୦୪ କଳାହାଣ୍ଡି ଭବାନୀପାଟଣା ସ୍ଥିତ ଭାଗିରଥୀ ଇନ ରେ ଓଡିଶା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ବିଶ୍ୱବିଦ୍ୟାଳୟର ପାରଳାଖେମୁଣ୍ଡି...

ଡକ୍ଟର.ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ,ବିଶାଳ ଶୋଭାଯାତ୍ରା ରେ ପାଳନ କଲେ କର୍ମକର୍ତ୍ତା।

କଳାହାଣ୍ଡି,୧୪/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ଓ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ପକ୍ଷରୁ...

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

କଳାହାଣ୍ଡି,୧୪/୦୪ ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ମହାବିଷୁବ ମିଳନ ମହାସମାରୋହର ସହିତ...

ଡକ୍ଟର.ଭିମ ରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ।

କଳାହାଣ୍ଡି,୧୪/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଠାରେ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ଓ ବ୍ଲକସ୍ତରୀୟ ଆଞ୍ଚଳିକ...

ଡ଼. ବି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ।

କଳାହାଣ୍ଡି,୧୪/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଠାରେ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ଓ ବ୍ଲକସ୍ତରୀୟ ଆଞ୍ଚଳିକ...

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ, ସଚେତନ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

କଳାହାଣ୍ଡି,୧୪/୦୪ ୧୯୪୪ ଅପ୍ରେଲ ୧୪ ତାରିଖରେ ମୁମ୍ବାଇ ବିମାନ ବନ୍ଦରରେ ଫୋର୍ଟ ଷ୍ଟିକେନ ନାମକ ଏକ ମାଲବୋଝେଇ ଜାହାଜ ବିସ୍ଫୋରକ...

ଗାଁ କୁ ଚାଲ ଅଭିଯାନ,ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ର ବାର୍ତ୍ତା ଦେଲେ କର୍ମି।

କଳାହାଣ୍ଡି,୧୪/୦୪ ଭାରତୀୟ ଜନତା ପାର୍ଟି ର ୪୭ ବର୍ଷ ସ୍ଥାପନ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକଶିତ...

ବିଜେପି ମୋଟେର ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନ ଦୟାଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୨/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦିନ ଦୟାଲ ପ୍ରଶିକ୍ଷଣ ଶିବିର...

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଙ୍କୁ ଭତରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା।

କଳାହାଣ୍ଡି,୧୨/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଠାରେ ଥିବା ଭତରା ସମାଜ ର ମୁଖ୍ୟ କାର୍ଯ୍ୟାଳୟ ତଥା ଆରାଧ୍ୟ...

ଓଡ଼ିଆ ପକ୍ଷ ପାଳନ ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୧୧/୦୪ ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ରକ୍ତଦାନ ଅଭିଯାନ। ରକ୍ତଦାତାଙ୍କ ରକ୍ତର ପ୍ରତିଟି ବିନ୍ଦୁ କାହାର ଅମୂଲ୍ୟ...

ସୁଶାନ୍ତ ପୁଝାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ କାଉଡୋଳା କୁକୁଡାମୁଣ୍ଡା ଠାରେ ଶୁକ୍ରବାର ଦିନ ସୁଶାନ୍ତ ପୁଝାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ...

କୋକସରା ବ୍ଲକ ରେ ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ କଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି,୧୦/୦୪ ଭାରତୀୟ ଜନତା ପାର୍ଟି ର ୪୭ ବର୍ଷ ସ୍ଥାପନ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ...