ପରମେଶ୍ୱର ସାହୁ
ସ୍ଥାନୀୟ ପ୍ରତିନିଧି (ଲକ୍ଷ୍ମିପୁର) କୋରାପୁଟ
ଲକ୍ଷ୍ମୀପୁର ରେ ଜାତୀୟ ମତଦାନ ଦିବସ ପାଳିତ
ଲକ୍ଷ୍ମୀପୁର ୨୫/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ଯୁବ ରେଡକ୍ରସ ୟୁନିଟ୍ ଓ ରେଡ୍...
ଦୁଇ ବର୍ଷ ହେଲା ଅଧପନ୍ତରିଆ ରୂପେ ପଡି ରହିଛି ଅଙ୍ଗନବାଡି କେନ୍ଦ୍ର,
ଲକ୍ଷ୍ମୀପୁର ୨୩/୦୧… କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଥିବା ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଠିକ ଭାବେ ଚାଲୁ ନଥିବା ଦେଖିବାକୁ...
ଜିଲ୍ଲାପାଳ ଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ,,ତଳମିଟିଂ ଜଳପ୍ରପାତ ବୁଲିଦେଖିଲେ,ପର୍ଯ୍ୟଟନ ର ବିକାଶ ପାଇଁ ପ୍ରସ୍ତାବ ଆଗତ ସକାଶେ ପରାମର୍ଶ
ଲକ୍ଷ୍ମୀପୁର ୨୨/୦୧ ….କୋରାପୁଟ ଜିଲ୍ଲାପାଳ ଭି. କୀର୍ତି ଭାସନ ବୁଧବାର ଅଚାନକ ଲକ୍ଷ୍ମୀପୁର ବ୍ଳକ ଗସ୍ତ କରିଥିଲେ। ଜିଲ୍ଲାପାଳ ପ୍ରଥମେ...
ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ।
ଲକ୍ଷ୍ମୀପୁର ୨୨/୦୧ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ...
ଜାତୀୟ ଶିଶୁ କନ୍ୟା ଦିବସ ପାଳନ
ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଲକ୍ଷ୍ମୀପୁର ୨୧/୦୧.. ଲକ୍ଷ୍ମୀପୁର ସାଙ୍ଗନା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଜାତୀୟ ଶିଶୁ...
ବୁର୍ଜା ଗ୍ରାମ ପଞ୍ଚାୟତ ରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର ବ୍ଲକ ର ବୁର୍ଜା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜଲି ମିଣିଆକା ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ...
ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା।
ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା। ଲକ୍ଷ୍ମୀପୁର ୧୮/୦୧ ..ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ଲକ୍ଷ୍ମୀପୁର ବ୍ଲକ ପାଇଁ...
ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।ପ୍ରଥମ ଦିନରେ ୨୧୪ କୁଇଣ୍ଟାଲ କିଣାଗଲା।
ଲକ୍ଷ୍ମୀପୁର ୧୭/୦୧ .. ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଜାଗରଣ କୃଷକ ଉତ୍ପାଦକ କମ୍ପାନୀ...
ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ଓ ସମ୍ମନୟ ସଭା,,ଲକ୍ଷ୍ମୀପୁର କୁ ପାଇଲଟ ପଞ୍ଚାୟତ ଭାବେ ଗ୍ରହଣ… ଯୋଗଦେଲେ ଆରଡିସି ଅନୁସଚିବ ମୋନିକା ପ୍ରିୟଦର୍ଶିନୀ .
ଲକ୍ଷ୍ମୀପୁର ୧୭/୦୧ .. ଲକ୍ଷ୍ମୀପୁର ବ୍ଳକ ବୈଠକ ଗୃହରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ଓ ସମ୍ମନୟ ସଭା...
ମୋଟର ସାଇକେଲ ରୁ ପଡି ଜଣେ ମୃତ୍ୟୁ, ଜଣେ ଆହତ
ଲକ୍ଷ୍ମୀପୁର :୧୬/୦୧ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଚମ୍ପି ନିକଟସ୍ତ ପଣସଗୁଡା ନିକଟରେ ମୋଟର ସାଇକେଲ ରେ ଦୁଇଜଣ...
ଗୁମାଣ୍ଡି ର ପୂର୍ବତନ ସରପଞ୍ଚ ଙ୍କ ହତ୍ୟା ଘଟଣା, ଦୀର୍ଘ ଦଶ ମାସ ପରେ ତିନିଜଣଙ୍କୁ ଗିରଫ କଲା ନାରାୟଣପାଟଣା ପୋଲିସ
ଲକ୍ଷ୍ମୀପୁର ୧୬/୦୧…ଦୀର୍ଘ ଦଶ ମାସ ପରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତ ମାନଙ୍କୁ ଧରିବାରେ ନାରାୟଣପାଟଣା...
ଲକ୍ଷ୍ମୀପୁର ରେ ଘରେ ଘରେ ପହଂଚି ବାଣ୍ଟିଲେ ବର୍ଦ୍ଧିତ ଭତ୍ତା
ଲକ୍ଷ୍ମୀପୁର ୧୫/୦୧ . ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର କିଛି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଙ୍କ ପାଖରେ ସରକାରୀ...
