ପ୍ରଜ୍ଞା ପଟ୍ଟନାୟକ
ଓଡ଼ିଶା ଡଟ୍ ନ୍ୟୁଜ୍
ଅସହ୍ୟ ତାତିରେ ଛଟପଟ ଉତ୍ତରଭାରତ; ଅଂଶୁଘାତରେ ୯୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସମ୍ପ୍ରତି ଉତ୍ତର ଭାରତ ପ୍ରବଳ ଗରମ ଅନୁଭୂତ ହେଉଛି। ଗତ ତିନି ଦିନ ମଧ୍ୟରେ ପ୍ରବଳ ଉତ୍ତାପ ଯୋଗୁଁ...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ଗୁହାଟି ପକ୍ଷରୁ JEE Advanced...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; କାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ
ପୁରୀ: ସୁସ୍ଥ ହେଲେଣି ମହାପ୍ରଭୁ। ଆଉ ୨ ଦିନ ପରେ ରଥାରୁଢ ହେବେ ତିନିଠାକୁର। ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ...
କଲବଲ କରୁଛି ତାତି; ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ, ୪୦୦ରୁ ଅଧିକ ଅସୁସ୍ଥ
ନୂଆଦିଲ୍ଲୀ: କଲବଲ କରୁଛି ତାତି। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏବେ ଦେଶରେ ଅଂଶୁଘାତ...
ଆଉ ୨ ଦିନ ପରେ ପବିତ୍ର ରଥଯାତ୍ରା; ପୁରୀରେ ମୁତୟନ ହେବ ୧୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ପୁରୀ: ଆଉ ମାତ୍ର ୨ଦିନ ପରେ ରଥଯାତ୍ରା। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା...
ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍ ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ୍
ପୁରୀ : ଆଉ ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରତିବର୍ଷ...
ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ବର୍ଷ ଖରା; ଆହୁରି ଦିନ ପ୍ରଚଣ୍ଡ ଖରା
ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ। ଯାହାକୁ ନେଇ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆହୁରି ୩ ଦିନ...
ଚଳିତ ବର୍ଷ ଭାରତ ଛାଡିବେ ୬,୫୦୦ କୋଟିପତି
ନୂଆଦିଲ୍ଲୀ: ଚଳିତ ବର୍ଷ ୬,୫୦୦ କୋଟିପତି ଭାରତ ଛାଡି ପାରନ୍ତି। ଏ ନେଇ ହେନ୍ଲି ପ୍ରାଇଭେଟ୍ ୱେଲ୍ଥ ମାଇଗ୍ରେସନ ରିପୋର୍ଟରେ...
ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କ ଅବଧି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବାର ସମୟ ସୀମାକୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ...
କଲବଲ କରୁଛି ତାତି; ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଟପିଲା
ଭୁବନେଶ୍ବର: ଅସହ୍ୟ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା। ଉପକୂଳ ବି ତାତୁଛି। ଦିନ ୧୧ଟା ୩୦...
ଅଘୋଷିତ ବିଦ୍ୟୁତ କାଟ୍; ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ତା ସାଙ୍ଗକୁ...
ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି
ପୁରୀ: ଦଶମୂଳ ମହୌଷଧୀ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଅଣସରର ତ୍ରୟୋଦଶୀ ତିଥି। ଆଜି ମହାପ୍ରଭୁଙ୍କ ଘଣା...
