ପ୍ରଜ୍ଞା ପଟ୍ଟନାୟକ
ଓଡ଼ିଶା ଡଟ୍ ନ୍ୟୁଜ୍
ଇଣ୍ଟରନେଟ୍ରେ ହୋଟେଲ ବୁକିଂ କରୁଛନ୍ତି କି? ସାବଧାନ, ହୋଇପାରନ୍ତି ଠକାମୀର ଶିକାର
ନୂଆଦିଲ୍ଲୀ: ଆଜିକାଲି ସବୁ କାର୍ଯ୍ୟର ପ୍ରମୁଖ ମାଧ୍ୟମ ହେଉଛି ଅନଲାଇନ। ଏହା ବୃତ୍ତିଗତ କାର୍ଯ୍ୟ ହେଉ କିମ୍ବା ପିଲାମାନଙ୍କର ଶିକ୍ଷା,...
ପ୍ରତୀକ୍ଷାର ହେଲା ଅନ୍ତ; ରିଲିଜ ହେଲା ଫିଲ୍ମ ଆଦିପୁରୁଷ
ନୂଆଦିଲ୍ଲୀ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ । ଫିଲ୍ମରେ ଶ୍ରୀରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ପ୍ରଭାସ ଏବଂ...
ଥମୁନି ମଣିପୁର ହିଂସା; କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ
ଇମ୍ଫାଲ: ଥମିବାର ନାଁ ନେଉନି ମଣିପୁର ହିଂସା। ମଣିପୁରରେ ଏକ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଗତକାଲି...
ତାମିଲନାଡୁରେ ସିବିଆଇ ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍
ଚେନ୍ନାଇ: ତାମିଲନାଡୁରେ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାମିଲନାଡୁ ପୂର୍ବରୁ ପଶ୍ଚିମବଙ୍ଗ ଏବଂ...
ସ୍ଥଳଭାଗ ଛୁଇଁଲା ପରେ ତାଣ୍ଡବ ରଚିଲା ବାତ୍ୟା ବିପର୍ଯ୍ୟୟ; ୨ ମୃତ, ୨୨ ଆହତ
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ତାଣ୍ଡବ ରଚିଲା ବାତ୍ୟା ବିପର୍ଯ୍ୟୟ। ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅଜି ଭୀଷଣ...
ମୋ-ଘର ଯୋଜନା ପାଇଁ ଆଜିଠୁ ଆରମ୍ଭ ଆବେଦନ
ଭୁବନେଶ୍ବର: ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ଆବେଦନ ପ୍ରକ୍ରିୟା । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି। ଏହି...
ଆହୁରି ବଢିବ ତାତି; ସକାଳ ୫ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୦.୨ ଡିଗ୍ରୀ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଅସମ୍ଭାଳ ତାତିକୁ ଅସହ୍ୟ ଗୁଳୁଗୁଳି। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ...
ପୂର୍ବ ବିଜେପି ସରକାର ଦ୍ବାରା ପାରିତ ହୋଇଥିବା ଆଇନ ରଦ୍ଦ କରିବ କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଦଳ କ୍ଷମତାକୁ ଆସିବାର ଏକ ମାସ ବି ପୂରା ହୋଇନି। ଅନ୍ୟପଟେ କଂଗ୍ରେସ ପୂର୍ବ ବିଜେପି...
କମିବ ଖାଇବା ତେଲ ଦର; ଆମଦାନୀ ଶୁକ୍ଳ କମାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ବସ୍ତି। କମିବ ଖାଇବା ତେଲ ଦର। ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର।...
ପବିତ୍ର ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପବିତ୍ର ରଜ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସାରା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ଓଡିଶାରେ ପ୍ରଧାନମନ୍ତ୍ରୀ...
ଆହୁରି ବଢିବ ତାତି; ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ୨ ଦିନ ହେବ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ...
ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର; ପ୍ରଥମରେ ମଧ୍ୟପ୍ରଦେଶ, ୨ୟରେ ଓଡ଼ିଶା
ଭୁବନେଶ୍ୱର: ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ପ୍ରସ୍ତୁତ ତାଲିକାରେ ଦ୍ବିତୀୟ ସ୍ଥାନ ଗ୍ରହଣ କରିଛି ଓଡ଼ିଶା। ଏହି...
