ପ୍ରଜ୍ଞା ପଟ୍ଟନାୟକ
ଓଡ଼ିଶା ଡଟ୍ ନ୍ୟୁଜ୍
ବାହାନଗା ଟ୍ରେନ ଦୁର୍ଘଟଣା; ସିବିଆଇ ହାତରେ ଲାଗିଛି ପ୍ରମାଣ, ଜଣାପଡିଲା ଦୁର୍ଘଟଣାର କାରଣ
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା। ଏହି ଛାତିଥରା ଟ୍ରେନ୍ ଦୁର୍ଘଟଣାର ଚାଲିଛି ଜୋରଦାର ସିବିଆଇ ତଦନ୍ତ। ସଳଚନା ଅନୁଯାୟୀ ସିବିଆଇକୁ ମିଳିଛି...
ଶରଦ ପୱାରଙ୍କୁ ହତ୍ୟା ଧମକ ଦେଇଥିବା ଆଇଟି ଇଞ୍ଜିନିୟର ଗିରଫ
ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ। ହତ୍ୟା ଧମକ ଅଭିଯୋଗରେ ଜଣେ ୩୪ ବର୍ଷୀୟ...
ସକାଳ ୫.୩୦ ସୁଦ୍ଧା ୩୦ ଡିଗ୍ରୀ ଛୁଇଁଲାଣି ରାଜଧାନୀ ତାପମାତ୍ରା
ଭୁବନେଶ୍ବର: ଆଜିଠୁ ଆହୁରି ବଢିବ ତାତି । ସକାଳୁ ସକାଳୁ ଅସହ୍ୟ ଗରମ ଗରମକୁ ଗୁଳୁଗଳି ଅନୁଭବ କରୁଛନ୍ତ ଲୋକେ। ସକାଳ...
ରାଜ୍ୟରେ ଘନ ଘନ ହେଉଛି ବିଦ୍ୟୁତ କାଟ୍; ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର : ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତିକୁ ପୁଣି ବିଦ୍ୟୁତ୍ କାଟ ଲୋକଙ୍କୁ...
କୋହଭରା ଚିଠି ଲେଖି ମୁକ୍ତି ପାଇଁ ନିବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରୀଲଙ୍କାର ନାଗରିକ ଏମ.ଟି ସନ୍ଥନ ଓରଫ୍ T Suthenthiraraj...
ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା; ବାଥରୁମ୍ରୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ଆମେରିକା ଇତିହାସରେ ପ୍ରଥମ ଘଟଣା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହୋଇଛି ୩୭ଟି ମାମଲା। ଡୋନାଲ୍ଡ...
ଟିସିଏସ୍ରେ ଇସ୍ତଫା ଦେଉଛନ୍ତି ମହିଳା କର୍ମଚାରୀ
ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ମଧ୍ୟରୁ ଅନ୍ୟତମ ଟିସିଏସ୍। ଯେଉଁଥିରେ ଦେଶର ସର୍ବାଧିକ ମହିଳା କର୍ମଚାରୀ କାମ କରନ୍ତି।...
ପ୍ରବଳ ଗୁଳୁଗୁଳି: ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ସବଠୁ ଉତ୍ତପ୍ତ ସହର
ଭୁବନେଶ୍ୱର: ଅସହ୍ୟ ତାତିକୁ ଅସମ୍ଭାଳ ହେଉଛି ଗୁଳୁଗୁଳି। ଅସ୍ତବ୍ୟସ୍ତ ଜନଜୀବନ। ପଶ୍ଚିମରେ ତାତିକୁ ଉପକୂଳରେ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି।...
ଅଘୋଷିତ ବିଦ୍ୟୁତ୍ କାଟ ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ଶକ୍ତିମନ୍ତ୍ରୀ, କହିଲେ ଏହା ‘ପାୱାର କଟ୍’ ନୁହେଁ ‘ପାୱାର ଟ୍ରିପ୍’
ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ୍କାଟକୁ ନେଇ ଅସନ୍ତୁଷ୍ଟ ଜନସାଧାରଣ। ରାଜଧାନୀରେ ବି ହେଉଛି ଘନ ଘନ ବିଜୁଳି କାଟ। ଏହାକୁ...
ଏଣିକି ଇଣ୍ଟରନେଟରେ ମନଇଛା ପାରିବେନି ପୋଷ୍ଟ; ବ୍ୟାନ୍ ହେବ ୧୧ ପ୍ରକାର ପୋଷ୍ଟ
ନୂଆଦିଲ୍ଲୀ: ଇଣ୍ଟରନେଟ୍ ନିୟନ୍ତ୍ରଣ ତଥା ଉଦୀୟମାନ ସାଇବର ଅପରାଧର ସମାଧାନ ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ନାମକ ନୂତନ ଆଇନ...
ରାଜ୍ୟରେ ଘନ ଘନ ବିଦ୍ୟୁତ୍ କାଟ୍; ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ରାଜ୍ୟରେ ଘନ ଘନ ବିଦ୍ୟୁତ୍ କାଟ୍ ହେଉଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ଅସହ୍ୟ...
୧୭ରେ ଓଡ଼ିଶା ଆସିବେ ଶାହ; ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ହେବେ ସାମିଲ
ଭୁବନେଶ୍ୱର: ଯେତେ ପାଖେଇ ଆସୁଛି ନିର୍ବାଚନ ସରଗରମ ହେଉଛି ରାଜନୀତି। ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ହାତେଇବା ଲାଗି ବିଭିନ୍ନ...
