ପ୍ରଜ୍ଞା ପଟ୍ଟନାୟକ
ଓଡ଼ିଶା ଡଟ୍ ନ୍ୟୁଜ୍
ନବୀନ-ନୀତିଶ ସାକ୍ଷାତ ଥିଲା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ; ମେଣ୍ଟ ନେଇ ହୋଇନି କୌଣସି ଆଲୋଚନା
ଭୁବନେଶ୍ୱର: ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଲେ ନୀତିଶ। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଥିଲା...
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଇସଲାମାବଦ: ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦୀ ହାଇକୋର୍ଟ ବାହାରେ ଗିରଫ...
କୁକୁର ପାଳୁଛନ୍ତି କି? ଗଣିବେ ଫାଇନ୍
ଭୁବନେଶ୍ବର: ଆପଣଙ୍କ ପୋଷା କୁକୁର ଅଛି କି? କୁକୁର ପାଳିଲେ ଦେବେ ଫାଇନ୍। କୁକୁର ପାଳିବାକୁ ନେଇ ନୂଆ ନିୟମ...
୨୦୨୭ ସୁଦ୍ଧା ବନ୍ଦ ହୋଇଯିବ ଦେଶର ସମସ୍ତ ଡିଜେଲ ଚାଳିତ ଗାଡି!
ନୂଆଦିଲ୍ଲୀ: ପୂର୍ବରୁ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିଲା । ତା’ପରେ ଲୋକମାନେ ପେଟ୍ରୋଲ ବଦଳରେ...
ନବୀନ ନିବାସରେ ନୀତିଶ କୁମାର; ବିରୋଧୀ ଏକତା ଉପରେ ହେବ ଆଲୋଚନା
ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ନବୀନ ନିବାସରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ,...
ସୁପ୍ରିମକୋର୍ଟରେ ପହଞ୍ଚିଲା ଦ କେରଳ ଷ୍ଟୋରୀ ବିବାଦ; ୧୫ରେ ଶୁଣାଣି
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’ କୁ ନେଇ ବିବାଦ ଲାଗି ରହିଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିକଟରେ...
୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା; ଜନଜୀବନ ଅସ୍ତବ୍ୟସ୍ତ
କୋରାପୁଟ: ମଙ୍ଗଳବାର ଦିନ କୋରାପୁଟ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା...
ଦ କେରଳ ଷ୍ଟୋରୀ; ୟୁପିରେ ଟ୍ୟାକ୍ସ ଫ୍ରି, ପଶ୍ଚିମବଙ୍ଗରେ ବ୍ୟାନ୍
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାଁ ଧରୁନି। ଫିଲ୍ମକୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍...
କର୍ଣ୍ଣାଟକ ନିର୍ବାଚନ; ସୋନିଆଙ୍କ ବୟାନକୁ ତେଜୁଛି ରାଜନୀତି; କଂଗ୍ରେସକୁ ନିର୍ବାଚନ କମିଶନରଙ୍କ ନୋଟିସ୍
ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ। ସରିଛି ନିର୍ବାଚନୀ ପ୍ରଚାର। ତେବେ ପ୍ରଚାର ସମୟରେ ସୋନିଆ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଏବେ...
୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆସନ୍ତାକାଲିଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ...
କାଲି ମତଦାନ; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଏଥର ମତଦାନ କେନ୍ଦ୍ରରେ ମିଳିବ ଦହି, ଲସି
ଝାରସୁଗୁଡା: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ । ନିର୍ବାଚନ ଲାଗି ଗତକାଲି ଥିଲା ପ୍ରଚାରର ଶେଷ ଦିନ। ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି...
ଆଜି ନବୀନଙ୍କୁ ଭେଟିବେ ନୀତିଶ କୁମାର; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା
ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଆଜି...
