
ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ୍ ତୀବ୍ର ହେବାରେ ଲାଗିଛି। ଯାହାକୁ ନେଇ ଭାରତ ସରକାର ତେହେରାନ...

ପାକିସ୍ତାନରେ ଇନ୍ଧନର ମୂଲ୍ୟ ବୃଦ୍ଧି କଲେ ଶହବାଜ ସରିଫ
କରାଚି: ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଶାହବାଜ ସରିଫ ସରକାର ପୁଣିଥରେ ଇନ୍ଧନର ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା...

କାନାଡାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ତମ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାରେ ପହଞ୍ଚିଛନ୍ତି। ଆଲବର୍ଟାର କାନାକାସ୍କିସ୍ରେ...

ଇସ୍ରାଏଲ କିଛି ବଡ଼ କରିବାକୁ ଯାଉଛି; ତୁରନ୍ତ ତେହେରାନ ଖାଲି କରିବାକୁ ଚେତାବନୀ ଦେଲେ ଟ୍ରମ୍ପ୍
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଭୟଙ୍କର ହେବାରେ ଲାଗିଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ ପ୍ରଦାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ଅହମ୍ମଦାବାଦ ଦୁର୍ଘଟଣା ପରଠୁ ନିଖୋଜ ଚଳଚ୍ଚିତ୍ର ନିର୍ମାତା
ଅହମ୍ମଦାବାଦ: ଅହମ୍ମଦାବାଦ ଦୁର୍ଘଟଣାକୁ ଚାରି ଦିନ ବିତିଗଲାଣି। ଏହି ଦୁର୍ଘଟଣା ଅନେକ ଲୋକଙ୍କୁ ଏପରି ଯନ୍ତ୍ରଣା ଦେଇଛି ଯାହାକୁ ସେମାନେ...

ସାଉଦି ଆରବର ଏକ ବିମାନରେ ବାହାରିଲା ଧୂଆଁ
ଲକ୍ଷ୍ନୌ: ରବିବାର ସକାଳେ ଲକ୍ଷ୍ନୌ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ସାଉଦି ଆରବର ଜେଦ୍ଦାରୁ ବିମାନ SV 3112...

ମୃତ୍ୟୁର ୫ ବର୍ଷ ପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇଲେ ଅଙ୍କିତା ଲୋଖଣ୍ଡେ
ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ ବର୍ଷ ବିତିଗଲାଣି। ଏହି ଅଭିନେତା ୧୪ ଜୁନ୍...

ସାଇପ୍ରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସାଇପ୍ରସ: ସାଇପ୍ରସର ରାଜଧାନୀ ନିକୋସିଆରେ ଭାରତ-ସାଇପ୍ରସ ସିଇଓ ଫୋରମକୁ ରବିବାର ଦିନ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି...

ବୋମା ଧମକ ପରେ ଅଧାରୁ ୟୁ-ଟର୍ଣ୍ଣ ନେଲା ଲୁଫ୍ଥାନସା ବିମାନ
ହାଇଦ୍ରାବାଦ: ରବିବାର ଦିନ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଲୁଫ୍ଥାନସା ବିମାନଟି ଉଡ଼ାଣ ମଝିରେ ବୋମା ଧମକ ପାଇବା ପରେ ହଠାତ୍...

ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ବନ୍ଦ କରାଇପାରିବେ କି ଟ୍ରମ୍ପ?
ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ ୭୨ ଘଣ୍ଟା ଧରି ଲଢ଼େଇ ଚାଲିଛି। ରବିବାର ଇସ୍ରାଏଲ ଇରାନର ବୈଦେଶିକ...

ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ପେଟ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ରବିବାର ଦିଲ୍ଲୀର...