
ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ଅସୀମ ମୁନିର
ୱାଶିଂଟନ: ପାକିସ୍ତାନର ସେନା ମୁଖ୍ୟ ଏବଂ ସମ୍ପ୍ରତି ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ...

ସର୍ଭାଇକାଲ୍ ଆର୍ଥରାଇଟିସରେ ପୀଡ଼ିତ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ମୁମ୍ବାଇ ଅଭିମୁଖେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ...

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ୬.୧ ତୀବ୍ରତା
ଟୋକିଓ: ଏକ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଜାପାନର ଭୂମି ଥରି ଉଠିଥିଲା। ଜାପାନର ହୋକାଇଡୋ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ...

ଅରୁଣା ଇରାନୀଙ୍କୁ ଦୁଇଥର ହୋଇଥିଲା କ୍ୟାନସର, କହିଲେ ଏଭଳି
ମୁମ୍ବାଇ: ଅରୁଣା ଇରାନୀଙ୍କୁ ବର୍ତ୍ତମାନ ପରଦାରେ କମ ଦେଖାଯାଉଛନ୍ତି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ବହୁ ଫିଲ୍ମରେ...

ମୁଁ ରାଜା ରଘୁବଂଶୀ ହେବାକୁ ଚାହୁଁନି; ବିବାହର ୧୦ ଦିନ ପରେ ସ୍ତ୍ରୀକୁ ପ୍ରେମିକ ହାତରେ ଟେକିଦେଲା ସ୍ବାମୀ
ଚନ୍ଦୌଲି: ମେରଠର ସୌରଭ ରାଜପୁତ ହତ୍ୟା ମାମଲା ହେଉ କିମ୍ବା ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା। ଏହି ଦୁଇଟି...

ଡୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀ ଲଞ୍ଚ କଲା T1ସ୍ମାର୍ଟଫୋନ୍
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ପ୍ରଯୁକ୍ତିବିଦ୍ୟା ବଜାରରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି। ଟ୍ରମ୍ପଙ୍କ...

ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ଅଧାରୁ ଫେରିଲା ନୂଆଦିଲ୍ଲୀ-ବାଲି ଏୟାର ଇଣ୍ଡିଆର ବିମାନ
ନୂଆଦିଲ୍ଲୀ: ବୁଧବାର ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ବାଲିକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ...

ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଭେଟିବେ କି ଆମେରିକା ରାଷ୍ଟ୍ରପତି
ୱାଶିଂଟନ: ୱାଶିଂଟନ ଗସ୍ତରେ ଥିବା ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବିଷୟରେ ଏକ ବଡ଼ ଖବର...

ଅମରନାଥ ଯାତ୍ରା ରୁଟ୍ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା
ଶ୍ରୀନଗର: ଅମରନାଥ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଜମ୍ମୁ ଏବଂ କାଶ୍ମୀର ସରକାର ସମଗ୍ର ଯାତ୍ରା...

କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ
ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ରାଷ୍ଟ୍ର ଭାବରେ ଯୋଗ...

ସୁଶାନ୍ତ ସିଂହ ରାଜପୁତ ଏବଂ ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବ ଫିଲ୍ମ
ମୁମ୍ବାଇ: ୧୪ ଜୁନ ୨୦୨୦ ରେ ସୁଶାନ୍ତ ସିଂହ ରାଜପୁତ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏହା...

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ମଙ୍ଗଳବାର କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଏକ ବୋମା ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି...