Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ବ୍ୟକ୍ତିଗତ ଭାବରେ...

କୈଳାସ ମାନସରୋବର ଯାତ୍ରାରେ ଯିବେ ୭୫୦ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପରେ ପୁଣି ଥରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେଉଛି। ଚଳିତ ବର୍ଷ ଜୁନ୍ ମାସରୁ...

ବାବୁ ଭୟା ବିନା ହେରା ଫେରି ତିଆରି ହୋଇପାରିବ ନାହିଁ: ସୁନୀଲ ସେଟ୍ଟୀ

ମୁମ୍ବାଇ: ହେରା ଫେରି ୩କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ। କିନ୍ତୁ, ଏବେ ହେରା ଫେରି ପ୍ରଶଂସକଙ୍କ ପାଇଁ...

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ କମିଶନର

ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ହୋଇଥିବା...

ଭୁବନେଶ୍ୱରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କରୋନା। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ...

ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ...

ଜ୍ୟୋତି ମାଲହୋତ୍ରାଙ୍କ ଡାଏରୀରେ ପାକିସ୍ତାନ ଲିଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ NIA ଏବଂ IB ଅଧିକାରୀମାନେ ନିରନ୍ତର...

‘ହେରା ଫେରି ୩’ ପାଇଁ ପରେଶ ରାୱଲଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର

ମୁମ୍ୱାଇ: ‘ହେରା ଫେରି ୩’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମର ଦୁଇଟି ଭାଗ ବହୁତ...

ଆଜି ଅପରାହ୍ନ ୪ଟାରେ +୨ ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୫ ର ବହୁ ପ୍ରତୀକ୍ଷିତ ଫଳାଫଳ...

ଭାରତରେ ୨୫୭ କାରୋନା ରୋଗୀ ଚିହ୍ନଟ

ମୁମ୍ବାଇ: ସିଙ୍ଗାପୁର ଏବଂ ହଂକଂରେ କରୋନା ମାମଲା ବୃଦ୍ଧି ପାଇଛି। ଏହି ସମୟରେ ଭାରତର ଦୁଇ ଜଣ କରୋନା ସଂକ୍ରମଣ...

ସ୍ୱର୍ଣ୍ଣ ମନ୍ଦିରରେ ନିୟୋଜିତ ହେବ ବାୟୁ ପ୍ରତିରକ୍ଷା ଗନ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ମନ୍ଦିରରେ...

ଭାରତକୁ ଆସିଲା କୋଭିଡ୍, ଅଭିନେତ୍ରୀ ଶିଳ୍ପା ଶିରୋଡକର ପଜିଟିଭ

ନୂଆଦିଲ୍ଲୀ: ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ...