
ଓଡ଼ିଶା ଡଟ୍ ନ୍ୟୁଜ୍

ବ୍ରିଜ୍ ତଳକୁ ଖସିଲା ବସ୍: ଅଧା ରହିଗଲା କାଳିଜାଈ ଦର୍ଶନ
ନୟାଗଡ଼: ମାଆ କାଳିଜାଈଙ୍କ ଦର୍ଶନ କରିବାକୁ ଘରୁ ବାହାରି ଥିଲେ । ହେଲେ ଅଧା ରହିଗଲା ଆଶା । କାରଣ...

ତିନି ପ୍ରେମିକ ମିଶି ନାବାଳିକାଙ୍କୁ ମାରି ଝୁଲାଇ ଦେଲେ
ରାୟଗଡ଼ା: ୧୪ ବର୍ଷର ଯୁବତୀ । ଦେଖିବାକୁ ଭାରି ସୁନ୍ଦର । ଆଉ ତାଙ୍କ ସୁନ୍ଦରତାରେ ମୋହିତ ହୋଇ ତିନି...

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବସ୍
କଳାହାଣ୍ଡି: ଜୁନାଗଡ଼ ଥାନା ବଳଧିଆମାଳ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ବସ୍ରେ ଲାଗିଲା ନିଆଁ । ଗତ...

ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
ରାୟଗଡ଼ା: ରାୟଗଡ଼ାରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା ।...

ସୁଭଦ୍ରା ଯୋଜନା: OPT OUT ହୋଇଥିଲେ ପୁଣି ଲଗ୍ ଇନ୍ କରିହେବ
ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲରେ ହେଉ କି ଅନ୍ୟ କେଉଁ କାରଣରୁ ହେଉ, OPT OUT ହୋଇଥିବା...

ତେଲେଙ୍ଗାନାରେ ଟ୍ରକ-ବସ୍ ଧକ୍କା, ୪ ଓଡ଼ିଆ ମୃତ
ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋରୁ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ପଛରେ ଏକ ବସ୍ ପିଟି ହେବା...

ପୁଣି ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଇସ୍ରୋ
ନୂଆଦିଲ୍ଲୀ: ପୁଣି ଥରେ ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ସ୍ପେଡେକ୍ସ ମିଶନରେ...

ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଗତକାଲିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ...

ପିକନିକ୍ ପାର୍ଟିଙ୍କୁ ଛାଡି ଫେରିବା ବେଳେ ରାସ୍ତା ତଳକୁ ଖସି ପଡ଼ିଲା ବସ୍
ପାରାଦୀପ: ପିକନିକ୍ ପାଇଁ ଲୋକକୁ ନେଇ ଯାଇଥିଲା । ପିକନିକ୍ ସ୍ପଷ୍ଟରେ ଲୋକଙ୍କୁ ଛାଡି ଫେରିବା ବେଳେ ବସ ଦୁର୍ଘଟଣା...

୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଟ୍ରାଏଲ ରନ୍
ପୁରୀ: ବ୍ୟବସ୍ଥିତ ହେବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ । ଧାଡିରେ ଯାଇ ତିତି ଠାକୁରଙ୍କ ଦର୍ଶନ କରିବେ ଭକ୍ତ...

ମଦ ଭାଟିରେ ଚଢ଼ାଉ ପଡ଼ିଲା ମହଙ୍ଗା, ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ
କଳାହାଣ୍ଡି: ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ ଅବକାରୀ କର୍ମଚାରୀଙ୍କୁ ପଡ଼ିଲା ମହଙ୍ଗା । ଉତ୍ତ୍ୟକ୍ତ ଗ୍ରାମବାସୀ କର୍ମଚାରୀଙ୍କୁ ପିଟିଲେ...

ଭାଣିଜୀର ପ୍ରେମ ବିବାହକୁ ବିରୋଧ କରୁଥିବା ମାମୁଁ ରିସେପ୍ସନ ଭୋଜିରେ ମିଶାଇ ଦେଲା ବିଷ
ମୁମ୍ବାଇ: ଭାଣିଜୀର ପ୍ରେମ ବିବାହକୁ ମାମୁଁଙ୍କ ବିରୋଧ । ଆଉ ରାତ ଏତେ ପଞ୍ଚମ ହୋଇଗଲା ଯେ, ରିସେପ୍ସନ ଭୋଜିରେ...