ଶରତ କୁମାର ଧଳ
ସ୍ଥାନୀୟ ପ୍ରତିନିଧି (ପୋଟାଙ୍ଗୀ) କୋରାପୁଟ
ନବ ନିର୍ବାଚିତ ବିଧାୟକ ଙ୍କ ସରକାରୀ ସମୀକ୍ଷା ବୈଠକରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ନେଇ ଉଦବେଗ ।
ପଟ୍ଟାଙ୍ଗି୦୩/୦୭ନିର୍ବାଚନ ସରିବାର ଦୁଇ ମାସ ପରେ ନବ ନିର୍ବାଚିତ ବିଧାୟକ ଙ୍କ ସରକାରୀ କାର୍ଯ୍ୟ କୁ ନେଇ ପ୍ରଥମ ସମୀକ୍ଷା...
ଖାଲି ପଡି ରହିଛି ପ୍ରଧାନ ଶିକ୍ଷକ ପଦବୀ ଦାଇତ୍ୱ ରେ ବ୍ଲକ ଶିକ୍ଷା ଅଧିକାରୀ ଅନିଶ୍ଚିତତା ଭିତରେ ପଟ୍ଟାଙ୍ଗି ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ
ପଟ୍ଟାଙ୍ଗି୨୩/୦୬ରାଜ୍ୟରେ ଆସିଥିବା ନୂଆ ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କିପରି ସ୍ୱଛତା ଆସିବ ସେନେଇ ଚିନ୍ତିତ ରହି ପ୍ରସ୍ତୁତି...
କୁନ୍ଦୁଲି ଡବଲ୍ ମର୍ଡର ଘଟଣାରେ ସମ୍ପୃକ୍ତ ୦୩ ଆସାମୀଙ୍କୁ କୋର୍ଟ ଚାଲାଣ
ପଟ୍ଟାଙ୍ଗି୨୧/୦୬ଗତ ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ୍ ମର୍ଡର ଘଟଣା ରେ ସମ୍ପୃକ୍ତ ଥିବା ଆସାମୀ ମାନେ...
ବିଜୁଳି ଆଘାତରେ ନାବାଳିକା ଙ୍କ ମୃତ ପୋଲିସ ନିକଟରେ ବାପା କଲେ ଲିଖିତ ଅଭିଯୋଗ
ପଟ୍ଟାଙ୍ଗି୧୫/୦୬ସାରା ରାତିରେ ରଜ ଉତ୍ସବ ପାଳନ ହେଉଥିବା ବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ...
ଅସ୍ଥାୟୀ ମଣ୍ଡପରେ ଦୀର୍ଘ ୦୯ ଦିନ ପୂଜା ପାଇବା ପରେ ସ୍ଥାଇମନ୍ଦିର କୁ ଫେରିଲେ ମାଁ ଗାଙ୍ଗ
ପଟ୍ଟାଙ୍ଗି୩୧/୦୫ଦୀର୍ଘ ଏକ ସପ୍ତାହ ରୁ ଅଧିକ ଦିନ ଆସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ପାଇ ସ୍ଥାଇ ମନ୍ଦିର କୁ ମାଁ ଗାଙ୍ଗମା...
ଭାରତମାଳା ଟ୍ରନେଲ୍ କାର୍ଯ୍ୟ ସ୍ଥଳୀ କୁ ଜିଲ୍ଲାପାଳ ଗସ୍ତ କରି ଫେରିବାର ଦୁଇଦିନ ପରେ ଦୁର୍ଘଟଣା ଜଣେ ଶ୍ରମିକଙ୍କ ମୃତ ଅନ୍ୟଜଣେ ଆହତ
ପଟ୍ଟାଙ୍ଗି୨୫/୦୫ଛତିଶଗଡ଼ ରୁ ଆନ୍ଧ୍ର ରାଜ୍ୟ ବିଶାଖାପାଟଣା କୁ ସଂଯୋଗ କରୁଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ରହିଥିବା ଟ୍ରନେଲ୍ କାର୍ଯ୍ୟ...
ଭାରସାମ୍ୟ ହରାଇ ଗଛକୁ ପିଟିହେଲା ନଡ଼ିଆ ବୋଝେଇ ମିନିଟ୍ରକ୍ ଘଟଣା ସ୍ଥଳେ ଡ୍ରାଇଭର ମୃତ
ପଟ୍ଟାଙ୍ଗି୨୦/୦୫ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଏକ ନଡିଆ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ...
ପର୍ଯ୍ୟଟନ ବିଭାଗ ର ଦୂର ଦୃଷ୍ଟି ଅଭାବ ରାଥିବାଲି ଜଳପ୍ରପାତରେ ବାରମ୍ବାର ଘଟୁଛି ପର୍ଯ୍ୟଟକ ଙ୍କ ମୃତ
ପଟ୍ଟାଙ୍ଗି୧୬/୦୫ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ହେଉ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ପର୍ଯ୍ୟଟକ ମାନେ ନିଜ ପରିବାର ସଦସ୍ୟ...
କୋଟିଆ ଭୋଟର୍ ଙ୍କ ପାଇଁ ତପ୍ତରତା ଦେଖାଇଲା ଓଡ଼ିଶା ଓଆନ୍ଧ୍ର
ପଟ୍ଟାଙ୍ଗି୧୪/୦୫ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟର୍ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ସେପଟେ ସୀମାନ୍ତ...
ଗାଲିଗାଦାର ଜଳ ପ୍ରପାତ ରେ ଗାଧେଇବା ସମୟରେ ଦୁଇ ସାଙ୍ଗଙ୍କ ମୃତ
ପଟ୍ଟାଙ୍ଗି୧୪/୦୫ସାଙ୍ଗ ହୋଇ ଆସିଥିଲେ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ହତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । ଏହିପରି ଏକ ହୃଦୟ...
ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତଲେ କୋଟିଆଭୋଟର୍
ପଟ୍ଟାଙ୍ଗି୧୪/୦୫ରାଜ୍ୟରେ ଲୋକସଭା ଓ ବିଧାନସଭା ର ପ୍ରଥମ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ସରିଥିବା ବେଳେ ସେପଟେ ନିଜ ନିଜର ମତଦାନ...
କୋରାପୁଟ ଲୋକସଭା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରୁଥିବା ସ୍ୱାଧିନ ପ୍ରାଥି ଙ୍କ ସାମ୍ବାଦିକ ସମ୍ମିଳନୀ
ପଟ୍ଟାଙ୍ଗି୦୮/୦୫ଲୋକସଭା ଏବଂ ବିଧାନସଭା ନିର୍ବାଚନ କୁ ଆଉ ଅଳ୍ପ କିଛି ଦିନ ରହିଥିବା ବେଳେ ଏହିପରି ସ୍ଥିତିରେ ନିର୍ବାଚନ ମଣ୍ଡଳୀ...
