Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରାଜୀବ ଲୋଚନ ମିଶ୍ର

ସ୍ଥାନୀୟ ପ୍ରତିନଧି (ରଙ୍ଗେଈଲୁଣ୍ଡା) ଗଞ୍ଜାମ

ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ ଉପରେ ମହିଳା ପ୍ରତିନିଧି ଏବଂ ଷ୍ଟାଣ୍ଡିଂ କମିଟିଂ ସଦସ୍ୟା ମାନଙ୍କର ଦିନିକିଆ ଦକ୍ଷତା ବିକାଶ ଶିବିର।

ଗୋପାଳପୁର,୧୫/୧୧ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ଏବଂ ୟୁନିସେଫର ସହଯୋଗରେ କୋଠାରସିଙ୍ଗ ପଞ୍ଚାୟତ ସଭାଗୃହ ପରିସରରେ ୯ଟି ପଞ୍ଚାୟତର ମହିଳା...

୭୦ତମ ନିଖିଳ ଭାରତ ସମବାୟ ସପ୍ତାହ’ ୨୦୨୩ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ତରଫରୁ ପତାକା ଉତ୍ତୋଳନ ଉତ୍ସବ

ଗୋପାଳପୁର,୧୪/୧୧ ଗୋପାଳପୁର ଠାରେ ଥିବା ଓଡିଶା ସମବାୟ ସମୃଦ୍ଧି ତାଲିମ କେନ୍ଦ୍ର ପରିସରରେ ସମବାୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨.୦.ର ହିତାଧିକାରୀ ଙ୍କୁ ଗ୍ୟାସ ସିଲିଣ୍ଡର ବଣ୍ଟନ।

ଗୋପାଳପୁର,୧୪/୧୧ ଗୋଳନ୍ଥରା ସ୍ଥିତ ଇଣ୍ଡିଆନ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର ତରଫରୁ କୋଳଥିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା...

ଇଷ୍ଟ କୋଷ୍ଟ ରେଳବାଇ ସୁରକ୍ଷା ବିଭଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

ଗୋପାଳପୁର,୦୮/୧୧ ଇଷ୍ଟ କୋଷ୍ଟ ରେଳବାଇ ସୁରକ୍ଷା ବିଭାଗ ପକ୍ଷରୁ ରେଳ ରେ ଯାତ୍ରା ସମୟରେ କିପରି ସୁରକ୍ଷିତ ରହି ପାରିବେ...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ୱତନ୍ତ୍ର ବକୃତାମାଳା ସହ ଦୁଇଟି ଏମ ଓ ୟୁ ସ୍ବାକ୍ଷରିତ

ଗୋପାଳପୁର ୮/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷ ଠାରେ ଭାଷା ବିଜ୍ଞାନ ବିଭାଗର ଏକସ୍ୱତନ୍ତ୍ର ବକୃତାମାଳା...

ଘରେ ଶୋଇଥିବା ବେଳେ ସାପ କାମୁଡାରେ ରେ ବୃଦ୍ଧା ଙ୍କ ମୃତ୍ୟୁ।

ଗୋପାଳପୁର,୦୯/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳିଥି ଗାଁ ରେ ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତା ବୃଦ୍ଧା...

ଗୋପାଳପୁର ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ଗୋପାଳପୁର ୮/୧୧ ଗୋପାଳପୁର ସାମ୍ବାଦିକ ସଂଘ ପକ୍ଷରୁ ଆଜି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା l ଏଥିରେ ମୁଖ୍ୟ...

ନିଷ୍ଟ୍ ଅନୁଷ୍ଠାନରେ ରକ୍ତଦାନ ଶିବିର, ୧୨୨ ୟୁନିଟ୍ ରକ୍ ସଂଗ୍ରହ

ଗୋପାଳପୁର,୦୫/୧୨ ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ଅନୁଷ୍ଠାନର କ୍ୟାମ୍ପସ୍ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l...

ବଦାନତ୍ୟା ଦେଖାଇଲେ ବ୍ରହ୍ମପୁର ବିଧାୟକ, ଆମ୍ବୁଲାନ୍ସ ଯୋଗେ ମେଡିକାଲ ରୁ ଶବ ଗାଁ ରେ ପହଞ୍ଚିଲା

ଗୋପାଳପୁର,୦୫/୧୧ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଗ୍ରାମର ନାରାୟଣ ସାହୁଙ୍କ କଟକ ଏସ ସି ବି ଡାକ୍ତରଖାନାରେ ଚିକିତ୍ସାଧୀନ...

୧୯ ବର୍ଷ ପରେ ମଧ୍ୟ ଗୋପାଳପୁର ପ୍ଲାନୋଟୋରିୟମ କାମ ସରୁନି।ନିର୍ମାଣକାରୀ ସଂସ୍ଥା ଇଡିକୋ ପକ୍ଷରୁ ଅତିରିକ୍ତ ଦେଢ଼ କୋଟି ପ୍ରଦାନ ନିମନ୍ତେ ଅନୁରୋଧ

ଗୋପାଳପୁର,୦୪/୧୧ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୭ରେ ଓଡ଼ିଶାର ତୃତୀୟ ଗୋପାଳପୁର ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ୧୨ କୋଟି ଟଙ୍କା ମଞ୍ଜୁର...

ଜିଲ୍ଲାପାଳ ଙ୍କ ଗୋପାଳପୁର ଏନ ଏ ସି ରେ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା।୨ ମାସ ମଧ୍ୟରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ।

ଗୋପାଳପୁର,୦୪/୧୧ ଗୋପାଳପୁର ଏନ ଏ ସି ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ତଦାରଖ ସହ ସମୀକ୍ଷା...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ଏବଂ ଜୁଲୋଜି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର ୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନଧରି ଚାଲିଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଭାଗ...